23-May-2025 ପାଞ୍ଚ ପାଠ ଖବର

👉CUET UG 2025: ପରୀକ୍ଷା ପ୍ୟାଟର୍ନ ପରିବର୍ତ୍ତନ ପରେ ଖୋଲିଲା ଆକାଉଣ୍ଟାନ୍ନୀ ପେପର ପାଇଁ ରି-ଟେଷ୍ଟ ବିକଳ୍ପ
👉ମେ ୨୩ ମଧ୍ୟାହ୍ନ ୧:୦୦ ଟା ସୁଦ୍ଧା NTAର ଅଫିସିଆଲ ପୋର୍ଟାଲ cuet.nta.nic.in ମାଧ୍ୟମରେ ଆବେଦନ କରିପାରିବେ
👉SBI PO Mains Result 2025 ର ପରୀକ୍ଷା ଫଳ ଘୋଷଣା ହେଲା
👉ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ sbi.co.in ରେ ଫଳାଫଳ ଯାଞ୍ଚ କରିପାରିବେ
👉ଜୁନ ୧ ପର୍ଯ୍ୟନ୍ତ ଯୁକ୍ତ ୨ ନାମଲେଖା ଆବେଦନ ଅବଧ ବୃଦ୍ଧି କଲେ ରାଜ୍ୟ ସରକାର

Leave a comment