23-Jan-2025 ପାଞ୍ଚ ପାଠ ଖବର

👉ପ୍ରତି ପଞ୍ଚାୟତରେ ହେବ ଗୋଟିଏ ଲେଖାଏଁ ଆଦର୍ଶ ସରକାରୀ ପ୍ରାଥମିକ ବିଦ୍ୟାଳୟ
👉ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଖୋଲିବ “ଶିଶୁ ବାଟିକା”
👉ଶିଶୁ ବାଟିକା ପାଇଁ ସତନ୍ତ୍ର ଶ୍ରେଣୀ ଗୃହ ବ୍ୟବସ୍ଥା କରାଯିବ
👉ପ୍ରାଥମିକ ଶିକ୍ଷକଙ୍କୁ ସତନ୍ତ୍ର ତାଲିମ ମିଳିବ
👉ଏପ୍ରିଲ ରୁ ପାଠପଢ଼ା ଆରମ୍ଭ

Leave a comment