👉ଆସନ୍ତା ଶିକ୍ଷାବର୍ଷ ଠାରୁ CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ
👉ପ୍ରଥମ ପରୀକ୍ଷାଟି ବାଧ୍ୟତାମୂଳକ, ଦ୍ଵିତୀୟ ପରୀକ୍ଷା ଇଚ୍ଛାଧୀନ ହେବ
👉ପ୍ରଥମ ପରୀକ୍ଷା ଫେବୃଆରୀ ଓ ଦ୍ବିତୀୟଟି ମେ ମାସରେ ହେବ
👉ଦୁଇଟି ପର୍ଯ୍ୟାୟର ପରୀକ୍ଷା ଫଳ ଏପ୍ରିଲ ଓ ଜୁନରେ ଆସିବ
👉ଆଉ ହେବନି ସପ୍ଲିମେଣ୍ଟାରୀ ପରୀକ୍ଷା
