👉ରାଜ୍ୟରେ ପ୍ରତିଷ୍ଠା ହେବ ଓଟି ନୂଆ ମେଡିକାଲ କଲେଜ, ସୂଚନା ଦେଲେ ମନ୍ତ୍ରୀ
👉SSC CHSL 2025 ପାଇଁ ଅନଲାଇନ ଆବେଦନ ଆରମ୍ଭ
👉ଜୁଲାଇ ୧୮ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ ଆବେଦନ ପ୍ରକ୍ରିୟା ଚାଲିବ
👉SSCର ଅଫିସିଆଲ ୱେବସାଇଟ www.ssc.gov.in ମାଧ୍ୟମରେ ଆବେଦନ କରିପାରିବେ
👉୨୦୨୫-୨୬ ଆର୍ଥକ ବର୍ଷ ପାଇଁ ମୋଟ ୩୧୩୧ଟି ପଦବୀ ଘୋଷଣା କରାଯାଇଛି
