26-Apr-2025 ପାଞ୍ଚ ପାଠ ଖବର

👉ଲଟେରୀ ମାଧ୍ୟମରେ ୨୧.୮୪୩ ଛାତ୍ରଛାତ୍ରୀ ଜୁନ୍ ୧୦ ଯାଏଁ ଘରୋଇ ବିଦ୍ୟାଳୟରେ ମାଗଣାରେ ଆରଟିଲ ନାମ ଲେଖାଇବେ
👉ଗାଁ ସ୍କୁଲରେ ପାଠ ପଢ଼ାଇବେ ସହରୀ ଶିକ୍ଷକ, ରାଜ୍ୟରୁ ଦୂର ହେବ ଶିକ୍ଷକ ସମସ୍ୟା
👉ଅଗ୍ନିବୀରବାୟୁ ଯୋଜନା ଅଧୀନରେ ମ୍ୟୁଜିସିଆନ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି
👉ଅଫିସିଆଲ ୱେବସାଇଟ agnipathvayu.cdac.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ
👉ରାଲି ତାରିଖ ୧୦ ଜୁନ ୨୦୨୫ରୁ ୧୮ ଜୁନ ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ

Leave a comment