28-Apr-2025 ପାଞ୍ଚ ପାଠ ଖବର

👉ମେ' ୨ରୁ ୧୨ଯାଏଁ OJEE ପରୀକ୍ଷା
👉୩ଟି ସିଫ୍ଟ ରେ ହେବ ପରୀକ୍ଷା
👉ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ଏବଂ OPSC ପରିଚାଳିତ ପରୀକ୍ଷାରେ ତ୍ରୁଟି

👉NEET-ସୁପର ସ୍ପେଶାଲିଟି ଏଣ୍ଟ୍ରାସ୍ ପରୀକ୍ଷାରେ ଓଡ଼ିଆ ପୁଅ ୟଶ୍ ଜୈନ ହେଲେ ଟପ୍ସର
👉ଦିଲ୍ଲୀ NCERT ପାଠ୍ୟପୁସ୍ତକରୁ ହଟିଲା ମୋଗଲ ଓ ଦିଲ୍ଲୀ ସୁଲତାନ ବିଷୟ; ପବିତ୍ର ଭୂଗୋଳ ସାମିଲ

Leave a comment