26-May-2025 ପାଞ୍ଚ ପାଠ ଖବର

👉ଶିକ୍ଷକଙ୍କ ଦକ୍ଷତାର ମୂଲ୍ୟାୟନ ହେବ, ଶିକ୍ଷକଙ୍କ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ
👉ସମସ୍ତ କଲେଜ, ବିଶ୍ବବିଦ୍ୟାଳୟକୁ ୟୁଜିସିର ନିର୍ଦେଶ ୱେବ୍ସାଇଟ୍ରେ ରହିବ ସମସ୍ତ ତଥ୍ୟ
👉ଓୟୁଟିଆରରେ ପିଏଚ୍ଡି ନାମଲେଖା ପ୍ରକ୍ରିୟା ଆରମ୍ଭ,
👉ଜୁନ୍ ୨୧ ଯାଏ ଆବେଦନ କରିପାରିବେ
👉ଓୟୁଟିଆର ପିଏଚ୍ଡି ପ୍ରବେଶିକା ପରୀକ୍ଷା (ପିଇଟି) ପାଇଁ ଜୁନ୍ ୩୦ରେ ବିଜ୍ଞପ୍ତି ପ୍ରକାଶ ପାଇବ

Leave a comment