27-May-2025 ପାଞ୍ଚ ପାଠ ଖବର

👉ଏଣିକି ସିଭିଲ ସର୍ଭିସ ପରୀକ୍ଷାରେ ବାୟୋମେଟ୍ରିକ୍ ବାଧ୍ୟତାମୂଳକ
👉UPSC ପରୀକ୍ଷାଗୁଡ଼ିକରେ Artificial Intelligenceର ଉପଯୋଗ ମଧ୍ୟ କରାଯିବ
👉ଏହି ନୂତନ ନିୟମ ଚଳିତ ବର୍ଷ ଲାଗୁ ହେବ
👉ପ୍ରକାଶ ପାଇଲା CBSEର ନୂତନ ଗାଇଡଲାଇନ
👉୩ ରୁ ୧୧ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଦିଆଯିବ ମାତୃଭାଷାରେ ଶିକ୍ଷା

Leave a comment