👉NEP 2020 ରେ 10th ଓ 12th ଉଭୟ ବୋର୍ଡ ପରୀକ୍ଷା ହେବ
👉10th ବୋର୍ଡ ରେ ୨ ଟି ସେମିଷ୍ଟାର ହେବ
👉ପ୍ରଥମ ସେମିଷ୍ଟାର ରେ ବହିର ଅଧା ସିଲାବସ ପରୀକ୍ଷା ହେବ
👉ଦ୍ଵିତୀୟ ସେମିଷ୍ଟାର ରେ ବଞ୍ଚିତ ସିଲାବସ ର ହେବ ପରୀକ୍ଷା
👉ଦୁଇ ସେମିଷ୍ଟାର ମାର୍କ ମିଶି ଫାଇନାଲ ମାର୍କ ଆସିବ
👉(ପ୍ରଥମ ସେମିଷ୍ଟାର + ଦ୍ଵିତୀୟ ସେମିଷ୍ଟାର)/ (ଫୁଲ ମାର୍କ + ଫୁଲ ମାର୍କ) = ସଂରକ୍ଷିତ ମାର୍କ
