👉NEET ୟୁଜି ପ୍ରବେଶିକା ପରୀକ୍ଷା ଢାଞ୍ଚା ପରିବର୍ତ୍ତନ
👉ଆଉ ରହିବନି କୋଭିଡ - ୧୯ ବେଳର ଅପ୍ସନାଲ ପ୍ରଶ୍ନପତ୍ର
👉ଅଫଲାଇନ (କାଗଜ କଲମ ଓ OMR ସିଟ) ମାଧ୍ୟମରେ ହେବ ପରୀକ୍ଷା
👉ଗୋଟିଏ ଦିନରେ ହିଁ ସମସ୍ତ ପେପର ପରୀକ୍ଷା ହେବ
👉NEET UG 2025 ରେ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନରୁ ୪୫ ଏବଂ ବାୟୋଲୋଜି (ଉଦ୍ଭିଦ + ପ୍ରାଣୀ ବିଜ୍ଞାନ)ରୁ ୯୦ ଟି ପ୍ରଶ୍ନ ରହିବ
