28-June-2025 ପାଞ୍ଚ ପାଠ ଖବର

👉ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ମିଳିବ ଜୋତା, ମୋଜା, ଟୋପି ଓ ଟି ସାର୍ଟ
👉ଟୋପି ଓ ଟି ସାର୍ଟରେ ବିଦଯାବନ୍ତ ବିଦ୍ୟାର୍ଥୀ ବିକଶିତ ଓଡିଶା ଲୋଗୋ ରହିବ
👉B.Ed ନାମଲେଖା ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି
👉B.Ed ନାମଲେଖା ପରୀକ୍ଷାରେ ବଡ କେଳେଙ୍କାର ଅଭିଯୋଗ !
👉ପୁଣି ଥରେ ପାଂଚ ପରେ ପ୍ରକାଶ ପାଇବ ନୂଆ ତାରିଖ

Leave a comment