👉ଆଜିଠୁ ଯୁକ୍ତ ଦୁଇ ଇନ୍ଷ୍ଟାଣ୍ଟ ପରୀକ୍ଷା ଫର୍ମପୂରଣ
👉ଜୁନ୍ ୨ ତାରିଖ ଯାଏ ଅନ୍ଲାଇନ ଆବେଦନ ହେବ
👉ଜୁନ୍ ୨ରୁ ୩ ତାରିଖ ମଧ୍ୟରେ ଶିକ୍ଷାର୍ଥୀମାନେ ନିଜର ପରୀକ୍ଷା ଫି ଏସ୍ କଲେକ୍ଟ ମାଧ୍ୟମରେ ଦାଖଲ କରିପାରିବେ
👉ଆସନ୍ତା ଜୁନ୍ ୨୫ରୁ ୨୬ ତାରିଖରେ ଇନ୍ଷ୍ଟାଣ୍ଟ ପରୀକ୍ଷା ହେବ
👉୨୫ ତାରିଖରେ ସକାଳ ୧୦ଟାରୁ ମଧ୍ୟାହ୍ନ ୧ଟା ଯାଏ ପ୍ରଥମ ସିଟିଂରେ ପରୀକ୍ଷା ହେବ
