29-Apr-2025 ପାଞ୍ଚ ପାଠ ଖବର

👉ମେ’ ୨ରୁ ୧୨ଯାଏଁ OJEE ପରୀକ୍ଷା,୩ଟି ସିଫ୍ଟ ରେ ହେବ ପରୀକ୍ଷା
👉ପ୍ରଥମ ସିଫ୍ଟ ସକାଳ ସାଢେ ୮ଟାରୁ ସାଢେ ୧୦ ଟା ଯାଏଁ ହେବ
👉ଦ୍ଵିତୀୟ ସିଙ୍ଗ୍ ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ନ ୨ଟା, ଏବଂ ତୃତୀୟ ସିଫ୍ଟ ୪ଟାରୁ ସାଢେ ୬ଟା ଯାଏଁ ହେବ

👉 ମେ ୨ ତାରିଖରେ ୩ଟି ଯାକ ସିଫ୍ଟରେ ବିଫାର୍ମା ପରୀକ୍ଷା ହେବ
👉ମେ ୩ ତାରିଖରେ ପ୍ରଥମ ସିଫ୍ଟରେ ବି ଫାର୍ମା, ଦ୍ବିତୀୟ ୩ ଏବଂ ତୃତୀୟ ସିଫ୍ଟରେ ଏମବିଏ ପାଇଁ ପରୀକ୍ଷା ହେବ

Leave a comment