👉NEET PG 2025 ପରୀକ୍ଷା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ
👉NEET PG 2025 ପରୀକ୍ଷା ଗୋଟିଏ ସିଫ୍ଟରେ କରାଯିବ
👉ଆସନ୍ତା ଜୁନ ୧୫ ରେ CBT ମୋଡ୍ ରେ ପରୀକ୍ଷା କରାଯିବ
👉ଜୁନ୍ ୨ ତାରିଖରେ ପରୀକ୍ଷା ସିଟି ସ୍ଟିପ୍ ପ୍ରକାଶିତ ହେବ
👉ଆଡମିଟ୍ କାର୍ଡ ସରକାରୀ ୱେବସାଇଟ୍ natboard.edu.inରେ ପ୍ରକାଶିତ ହେବ ଆଡମିଟ୍ କାର୍ଡ
