👉ରାଜ୍ୟରେ ୧ ଲକ୍ଷ ୨୧ ହଜାର ପିଲା ଦେଲେ ବିଏଡ୍ ପରୀକ୍ଷା, ୪ ତାରିଖରେ ଏମ୍ ଏଡ୍ ପରୀକ୍ଷା
👉JEE ଆଡଭାନ୍ସଡ୍ ୨୦୨୫ ପରୀକ୍ଷା ଫଳ ପ୍ରକାଶ ପାଇଛି
👉jeeadv.ac.in ୱେବସାଇଟ ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ ଛାତ୍ରଛାତ୍ରୀ
👉ପରୀକ୍ଷାରେ ମୋଟ୍ ୫୪ ହଜାର ୩୭୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି
👉ମୋଟ ୧ ଲକ୍ଷ ୮୦ ହଜାର ୪୨୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ
