⇨ ଜାନୁଆରୀ ୦୭ରେ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା ପାଇଁ ଅନଲାଇନ ଆବେଦନ ଆରମ୍ଭ
⇨ ଜାନୁଆରୀ ୧୭ ତାରିଖ ଆବେଦନ କରିବାର ଶେଷ ତାରିଖ ରହିଛି
⇨ ପରୀକ୍ଷାର୍ଥୀମାନେ ଅଫିସିଆଲ୍ ୱେବ୍ ସାଇଟ୍ www.bseodisha.ac.in କୁ ଯାଇ ଆବେଦନ କରିପାରିବେ
⇨ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା ନିମନ୍ତେ ଛାତ୍ରଛାତ୍ରୀଙ୍କୁ କୌଣସି ପରୀକ୍ଷା ଫିସ ଦେବାକୁ ପଡ଼ିବ ନାହିଁ
⇨ SSC GD କନଷ୍ଟେବଳ ପରୀକ୍ଷା ତାରିଖ ପରିବର୍ତ୍ତନ