⇨ ରାଜ୍ୟରେ ଡ୍ରପ୍ ଆଉଟ୍ ସମସ୍ୟା ରୋକିବା ପାଇଁ ନୂଆ ଯୋଜନା ହାତକୁ ନେଇଛନ୍ତି ରାଜ୍ୟ ସରକାର
⇨ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
⇨ ଗୋଟିଏ ଦିନରେ ୧.୬ ଲକ୍ଷ ପିଲାଙ୍କୁ ୮୦ କୋଟି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
⇨ ବରଗଡ଼ ସମସ୍ତ ସ୍କୁଲରେ ସକାଳ ୮ଟାରୁ ଦିନ ୧ଟା ଯାଏଁ ହେବ ପାଠପଢ଼ା
⇨ ଏକ ହଜାର ସ୍କୁଲରେ ଖୋଲିବ ଜୁନିଅର ରେଡ଼କ୍ରସ କ୍ଲବ
![6-Jan-2025 : ଆଜିର ପାଞ୍ଚ ପାଠ ଖବର](http://tbwodisha.com/cdn/shop/articles/6-Jan-2025.jpg?v=1736423428&width=1600)