7-June-2025 ପାଞ୍ଚ ପାଠ ଖବର

👉ଜୁନ୍ ୧୦ ସୁଦ୍ଧା ବାହାରିବ OJEE ପରୀକ୍ଷା ଫଳ
👉ଜୁନ୍ ୧୫ରେ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ଏବେ ଅଗଷ୍ଟ ୩ରେ ହେବ
👉ଜୁନ୍ ୨୨ ତାରିଖରେ ଗୃହରକ୍ଷୀ ପଦବୀ ପାଇଁ ଲିଖତ ପରୀକ୍ଷା ଅନୁଷ୍ଠିତ ହେବ
👉ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ +୨ ଉତ୍ତରଖାତା ରିଚେକିଂ ପାଇଁ ପରୀକ୍ଷାର୍ଥୀମାନେ ଆବେଦନ କରିପାରିବେ
👉ଜୁନ୍ ୨୧ ଯାଏ ଓୟୁଟିଆରରେ ପିଏଚ୍ଡି ପାଇଁ ଆବେଦନ କରିପାରିବେ

Leave a comment