9-June-2025 ପାଞ୍ଚ ପାଠ ଖବର

👉ବୋର୍ଡ ୱେବ୍ସାଇଟ୍ରେ ପ୍ରଶ୍ନପତ୍ର ଢାଞ୍ଚା ଜାରି
👉୨୦୨୬ ରେ ନବମ ଓ ମାଟ୍ରିକ୍ରେ କୌଣସି ପରିବର୍ତ୍ତନ ନାହିଁ
👉ଜୁନ୍ ୧୫ରେ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ଏବେ ଅଗଷ୍ଟ ୩ରେ ହେବ
👉ନୂଆ ତାରିଖରେ ପରୀକ୍ଷାକୁ ସୁପ୍ରିମକୋର୍ଟଙ୍କ ସହମତି
👉୨ଟି ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ ହେବ ପରୀକ୍ଷା ସୁପ୍ରିମକୋର୍ଟ

Leave a comment