Product added to cart
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ୍ ପରୀକ୍ଷା ଆସନ୍ତା ମାର୍ଚ୍ଚ 12 ରୁ 27 ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟହ ସକାଳ 9ଟାରୁ 11.30 ମିନିଟ୍ ଯାଏ ପରୀକ୍ଷା ହେବାକୁ ଥିବାବେଳେ ଗଣିତ ବିଷୟ ପାଇଁ...