By Bhabani Mohanty
Oct 16, 2026
ଭାରତ ସରକାରଙ୍କ 'ଏକ ଭାରତ ଶ୍ରେଷ୍ଠ ଭାରତ' ଅଭିଯାନ ଅଧୀନରେ ଆଇଆଇଏମ ସମ୍ବଲପୁର ପରିସରରେ 'ଯୁବ ସଂଗମ' କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହିମାଚଳ ପ୍ରଦେଶରୁ ଆସିଥିବା ଯୁବ ପ୍ରତିନିଧି ତଥା ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶାର ପାରମ୍ପରିକ ଢଙ୍ଗରେ...
Read more