Product added to cart
ଆସନ୍ତା ଅକ୍ଟୋବର 15 ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର 9 ତାରିଖରେ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏହା ପରେ ଅକ୍ଟୋବର 14 ତାରିଖ ଦିନ ସମସ୍ତ କଲେଜରେ ପ୍ରାର୍ଥୀମାନଙ୍କ...