ପାଞ୍ଚ ପାଠ ଖବର KahuchiTBW

27-June-2025 ପାଞ୍ଚ ପାଠ ଖବର

27-June-2025 ପାଞ୍ଚ ପାଠ ଖବର

By Niharika Prusty Jun 27, 2025

👉SSC MTS ରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି👉ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ👉ଜୁଲାଇ ୨୪ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ👉ଅଫିସିଆଲ ୱେବସାଇଟ www.ssc.gov.in ମାଧ୍ୟମରେ ଆବେଦନ କରିପାରିବେ👉ପରୀକ୍ଷା ୨୦ ସେପସରରୁ ୨୪ ଅକ୍ଟୋବର ୨୦୨୫ ମଧ୍ୟରେ ବିଭିନ୍ନ ସିଫ୍ଟରେ ଅନୁଷ୍ଠିତ...

Read more
26-June-2025 ପାଞ୍ଚ ପାଠ ଖବର

26-June-2025 ପାଞ୍ଚ ପାଠ ଖବର

By Niharika Prusty Jun 26, 2025

👉ଆସନ୍ତା ଶିକ୍ଷାବର୍ଷ ଠାରୁ CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ👉ପ୍ରଥମ ପରୀକ୍ଷାଟି ବାଧ୍ୟତାମୂଳକ, ଦ୍ଵିତୀୟ ପରୀକ୍ଷା ଇଚ୍ଛାଧୀନ ହେବ👉ପ୍ରଥମ ପରୀକ୍ଷା ଫେବୃଆରୀ ଓ ଦ୍ବିତୀୟଟି ମେ ମାସରେ ହେବ👉ଦୁଇଟି ପର୍ଯ୍ୟାୟର ପରୀକ୍ଷା ଫଳ ଏପ୍ରିଲ ଓ...

Read more
25-June-2025 ପାଞ୍ଚ ପାଠ ଖବର

25-June-2025 ପାଞ୍ଚ ପାଠ ଖବର

By Niharika Prusty Jun 25, 2025

👉ରାଜ୍ୟରେ ପ୍ରତିଷ୍ଠା ହେବ ଓଟି ନୂଆ ମେଡିକାଲ କଲେଜ, ସୂଚନା ଦେଲେ ମନ୍ତ୍ରୀ👉SSC CHSL 2025 ପାଇଁ ଅନଲାଇନ ଆବେଦନ ଆରମ୍ଭ👉ଜୁଲାଇ ୧୮ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ ଆବେଦନ ପ୍ରକ୍ରିୟା ଚାଲିବ👉SSCର ଅଫିସିଆଲ ୱେବସାଇଟ www.ssc.gov.in ମାଧ୍ୟମରେ ଆବେଦନ କରିପାରିବେ👉୨୦୨୫-୨୬...

Read more
24-June-2025 ପାଞ୍ଚ ପାଠ ଖବର

24-June-2025 ପାଞ୍ଚ ପାଠ ଖବର

By Niharika Prusty Jun 24, 2025

👉ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁନ୍ ୩୦ ତାରିଖରୁ ଆରମ୍ଭ ହେବ👉ଜୁଲାଇ ୧୦ରୁ ଆରମ୍ଭ ହେବ ୟୁଜି ପାଠପଢ଼ା👉ଆଠବର୍ଷ ହେବ ବନ୍ଦ ରହିଛି ଛାତ୍ର ନିର୍ବାଚନ, ଏବେ କ୍ୟାମ୍ପସରେ ପୁଣି ଆରମ୍ଭ ହେବ ଛାତ୍ର ରାଜନୀତି ସରକାରଙ୍କ ନୂଆ ନିର୍ଦେଶନାମା,...

Read more
23-June-2025 ପାଞ୍ଚ ପାଠ ଖବର

23-June-2025 ପାଞ୍ଚ ପାଠ ଖବର

By Niharika Prusty Jun 23, 2025

👉ହାଇସ୍କୁଲ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ପରୀକ୍ଷା ପାଇଁ ବୋର୍ଡ ୱେବସାଇଟରେ ଆସିଲା ଆଡ଼ମିଟ କାର୍ଡ👉ହୋମ ଗାର୍ଡ ପଦବୀ ପରୀକ୍ଷା ପାଇଁ ପ୍ରାର୍ଥୀଙ୍କ ଭିଡ଼, ପରୀକ୍ଷା ଦେଉଛନ୍ତି ମୋଟ ୭ହଜାର ୯୫୩ ପରୀକ୍ଷାର୍ଥୀ 👉ପ୍ରକାଶ ପାଇଲା ୟୁଜି ଦ୍ୱିତୀୟ ରାଉଣ୍ଡ ମେରିଟ...

Read more
21-June-2025 ପାଞ୍ଚ ପାଠ ଖବର

21-June-2025 ପାଞ୍ଚ ପାଠ ଖବର

By Niharika Prusty Jun 21, 2025

👉ଯୁକ୍ତ ତିନି ନାମଲେଖା ଅବଧୂ ବୃଦ୍ଧି👉ଜୁନ ୨୧ ଯାଏଁ ଅବଧୂ ବୃଦ୍ଧି କରିଛି ଉଚ୍ଚଶିକ୍ଷା ବିଭାଗ👉ଜୁନ ୨୧ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆଡମିଶନ ଫି ଦାଖଲ, ଏବଂ ଶିକ୍ଷାନୁଷ୍ଠାନରେ ରିପୋର୍ଟ କରି ପାରିବେ ଛାତ୍ରଛାତ୍ରୀ👉ଯୁକ୍ତ ତିନି ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମୋଟ...

Read more
20-June-2025 ପାଞ୍ଚ ପାଠ ଖବର

20-June-2025 ପାଞ୍ଚ ପାଠ ଖବର

By Niharika Prusty Jun 20, 2025

👉ପୁଣି ବଢିଲା ସ୍କୁଲ ଛୁଟି👉ଡାଇରିଆ ପାଇଁ ୨୪ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ ସ୍କୁଲ, କଲେଜ ଓ ଅଙ୍ଗନବାଡି ବନ୍ଦ ରହିବ👉ସେହିପରି ଭଦ୍ରକରେ ମଧ୍ୟ ଛୁଟିର ଅବଧୂ ବଢାଯାଇଛି👉ଆସନ୍ତା ୨୦ ଓ ୨୧ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ଭଦ୍ରକ...

Read more
19-June-2025 ପାଞ୍ଚ ପାଠ ଖବର

19-June-2025 ପାଞ୍ଚ ପାଠ ଖବର

By Niharika Prusty Jun 19, 2025

👉ଆସନ୍ତା ୨୦ରେ ଦୁଇ ସହରରେ ବନ୍ଦ ରହିବ ସ୍କୁଲ👉ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗସ୍ତକୁ ଦୃଷ୍ଟିରେ ରଖ ଭୁବନେଶ୍ବର ଓ କଟକରେ ସ୍କୁଲ ଛୁଟି ରଖୁବାକୁ ନିଷ୍ପତ୍ତି।। ନେଇଛି ଗଣଶିକ୍ଷା ବିଭାଗ👉ରେଳବାଇ ନିଯୁକ୍ତି ବୋର୍ଡ (RRB) ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ👉ନିଯୁକ୍ତି...

Read more
17-Jun-2025 ପାଞ୍ଚ ପାଠ ଖବର

17-Jun-2025 ପାଞ୍ଚ ପାଠ ଖବର

By Niharika Prusty Jun 17, 2025

👉ଆସନ୍ତା ୨୦ ତାରିଖରେ ଖୋଲିବ ସ୍କୁଲ👉ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ👉ଜୁନ୍ ୨୫ ରେ UGC NET ପରୀକ୍ଷା ଆରମ୍ଭ ହୋଇ ୨୯ ଜୁନ୍ ୨୦୨୫ ରେ ଶେଷ ହେବ👉ଅଫିସିଆଲ ୱେବସାଇଟ୍ ugcnet.nta.ac.in ରୁ UGC NET...

Read more
16-Jun-2025 ପାଞ୍ଚ ପାଠ ଖବର

16-Jun-2025 ପାଞ୍ଚ ପାଠ ଖବର

By Niharika Prusty Jun 17, 2025

👉ପ୍ରକାଶ ପାଇଲା NEET-UG-2025 ରେଜଲ୍👉ଅଫିସିଆଲ ୱେବସାଇଟ୍ neet.nta.nic.inରୁ ମଧ୍ୟ ରେଜଲୁ ଜାଣି ପାରିବେ👉ସ୍ନେହାଶିଷ ଦାସ ହେଲେ ଓଡ଼ିଶା ଟପ୍ପର👉ପ୍ରାୟ ୨୪ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ👉ଆସନ୍ତା ୨୦ ତାରିଖରୁ ଖୋଲିବ ସବୁ ବିଦ୍ୟାଳୟ, ସଚ୍ଛତା ଓ ପାନୀୟ ଜଳକୁ ଗୁରୁତ୍ବ ଦେବେ...

Read more
13-Jun-2025 ପାଞ୍ଚ ପାଠ ଖବର

13-Jun-2025 ପାଞ୍ଚ ପାଠ ଖବର

By Niharika Prusty Jun 17, 2025

👉ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ ଲିଷ୍ଟ୍ 👉ରେଭେନ୍ସା ବିଶ୍ୱବିଦ୍ୟାଳୟର ସର୍ବାଧୂକ କଟ୍ ଅଫ୍ ମାର୍କ ରହିଛି👉ପ୍ରଥମ ପର୍ଯ୍ୟାୟରେ ମୋଟ ୧ ଲକ୍ଷ ୭୫ ହଜାର ୭୨୨ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି👉ଯୁକ୍ତ ତିନି ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ...

Read more
12-June-2025 ପାଞ୍ଚ ପାଠ ଖବର

12-June-2025 ପାଞ୍ଚ ପାଠ ଖବର

By Niharika Prusty Jun 12, 2025

👉ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟ ରେ ଜୁଲାଇ ୨୦୨୫ ଶିକ୍ଷା ବର୍ଷ ପାଇଁ ନାମଲେଖା ଆରମ୍ଭ👉SSC CGL 2025 ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି👉୧୪,୫୮୨ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି SSC👉ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍, ssc.gov.in"" ଯାଇ ଆବେଦନ...

Read more