tbwodisha.com

EXTRA BOOK for TBW HSC Term1 book readers...

Click 👉🏻 Watch Video-1
Click 👉🏻 Watch Video-2
Click 👉🏻 Watch Video-3
  • ଚଳିତ ଶିକ୍ଷାବର୍ଷ 2023-24 ପାଇଁ ବୋର୍ଡ ତରଫରୁ ପରୀକ୍ଷା ଢାଞ୍ଚାରେ କେତେକ ପରିବର୍ତ୍ତନ କରାଯାଇ ବିଜ୍ଞପ୍ତି ଜାରି କରାଯାଇଛି.
  • ପୂର୍ବରୁ ପ୍ରଚଳିତ SA-1 ଓ SA-2 ପରୀକ୍ଷା ଆଉ ଅନୁଷ୍ଠିତ ହେବ ନାହିଁ.
  • ବର୍ଷଶେଷରେ ସମ୍ପୂର୍ଣ୍ଣ ସିଲାବସକୁ ନେଇ କେବଳ ଗୋଟିଏ ବାର୍ଷିକ ବୋର୍ଡ଼ ପରୀକ୍ଷା / ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ.
  • ଏହି ଆଧାରରେ ବୋର୍ଡ଼ ପରୀକ୍ଷା-2024 ପାଇଁ TBW HSC Probables 2024 ନୂତନ ଭାବେ ପ୍ରକାଶିତ.

ବାର୍ଷିକ ବୋର୍ଡ଼ ପରୀକ୍ଷା 2024 ପାଇଁ ନୂତନ ଢାଞ୍ଚା :

  • ସମ୍ପୂର୍ଣ୍ଣ ସିଲାବସକୁ ନେଇ ପ୍ରତ୍ୟେକ ବିଷୟରେ 100 ମାର୍କର ପରୀକ୍ଷା ହେବ.
  • ବର୍ଷଶେଷରେ ସମ୍ପୂର୍ଣ୍ଣ ସିଲାବସକୁ ନେଇ କେବଳ ଗୋଟିଏ ବାର୍ଷିକ ବୋର୍ଡ଼ ପରୀକ୍ଷା / ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ.
  • ପ୍ରତ୍ୟେକ ବିଷୟରେ 50 ମାର୍କର MCQ ପ୍ରଶ୍ନ ଓ 50 ମାର୍କର Subjective ପ୍ରଶ୍ନ ପଚରାଯିବ |
  • 50 ମାର୍କର Subjective ପରୀକ୍ଷାର ନମ୍ବର ବିଭକ୍ତିକରଣ ବା Distribution of Marks ବୋର୍ଡ ତରଫରୁ ପ୍ରକାଶିତ.
  • ଏହି ଆଧାରରେ ବୋର୍ଡ଼ ପରୀକ୍ଷା-2024 ପାଇଁ TBW HSC Probables 2024 ନୂତନ ଭାବେ (Objective MCQ ଓ Subjective) ପ୍ରକାଶିତ ହେବ.
  • Formative Assessments FA1, FA2, FA3 ଓ FA4 ପୂର୍ବ ଭଳି ହେବ. ଏହିସବୁ ପରୀକ୍ଷା ପ୍ରତି ବିଷୟ ପାଇଁ 20 ମାର୍କ ଲେଖାଏଁ ହେବ ଓ ବିଦ୍ୟାଳୟ ସ୍ତରରେ ମୂଲ୍ୟାଙ୍କନ କରାଯିବ. ଏହି Formative Assessments ଗୁଡିକର ଓ Aspirational Components ଗୁଡିକର ମୂଲ୍ୟାଙ୍କନର ମୂଲ୍ୟ ପ୍ରତ୍ୟେକ ବିଷୟରେ 20% ରହିବ.
  • ଏହାଛଡା ବୋର୍ଡ ତରଫରୁ ଅର୍ଦ୍ଧ ବାର୍ଷିକ ପରୀକ୍ଷାର ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ ଓ ବିଦ୍ୟାଳୟ ସ୍ତରରେ ମୂଲ୍ୟାଙ୍କନ କରାଯିବ.

ପୂର୍ବରୁ TBW HSC PROBABLES Term-1 ପୁସ୍ତକ କ୍ରୟ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଜରୁରୀ ସୂଚନା:

  • TBW ଉପରେ ଭରସା କରି ପୂର୍ବରୁ TBW HSC Term-1 ପୁସ୍ତକ କ୍ରୟ କରିଥିବା ଛାତ୍ରଛାତ୍ରୀମାନଙ୍କର ଏହାଦ୍ୱାରା କୌଣସି କ୍ଷତି ହେବ ନାହିଁ.
  • TBW ତରଫରୁ ଆପଣଙ୍କ ପାଇଁ EXTRA BOOK କମ ମୂଲ୍ୟରେ (₹498/-) ପ୍ରକାଶିତ !
  • ନିକଟସ୍ଥ ପୁସ୍ତକ ବିକ୍ରେତା କିମ୍ବା ଆମ ୱେବସାଇଟ www.tbwodisha.com ରୁ ଏହି ପୁସ୍ତକ କ୍ରୟ କରିହେବ.

କ'ଣ କ'ଣ ରହିଛି ଏହି EXTRA BOOK ରେ :

  • ଅର୍ଦ୍ଧବାର୍ଷିକ ପରୀକ୍ଷା ପରେ ଥିବା ସିଲାବସର (ବା Term-2ର) ବିଷୟ ଗୁଡିକର ସମ୍ଭାବିତ ପ୍ରଶ୍ନୋତ୍ତର (MCQ ଓ Subjective)
  • ସମ୍ପୂର୍ଣ୍ଣ ସିଲାବସକୁ ନେଇ ବାର୍ଷିକ ପରୀକ୍ଷା ପାଇଁ 30 ସେଟ ନମୁନା ପ୍ରଶ୍ନପତ୍ର ଓ ଉତ୍ତର (MCQ ଓ Subjective)
  • ଅର୍ଦ୍ଧବାର୍ଷିକ ପରୀକ୍ଷା ପାଇଁ SUBJECTIVE ନମୁନା ପ୍ରଶ୍ନପତ୍ର 10 ସେଟ ଲେଖାଏଁ.
  • Formative Assessments FA3 ଓ FA4 ପାଇଁ 3ଟି ଲେଖାଏଁ ନମୁନା ପ୍ରଶ୍ନ ଦିଆଯିବ.
  • ବିଗତ ବର୍ଷଗୁଡ଼ିକର ବୋର୍ଡ ପରୀକ୍ଷା ପ୍ରଶ୍ନ ଓ ଉତ୍ତର ସମ୍ମିଳିତ ହେବ.
  • TBW ତରଫରୁ ଆପଣଙ୍କ ପାଇଁ EXTRA BOOK କମ ମୂଲ୍ୟରେ (₹498/-) ପ୍ରକାଶିତ !

ପୂର୍ବରୁ କ୍ରୟ କରିଥିବା TBW Term-1 ପୁସ୍ତକ ଉପଯୋଗୀ କି ?

  • ବୋର୍ଡ ତରଫରୁ ଅର୍ଦ୍ଧ ବାର୍ଷିକ ପରୀକ୍ଷାର ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ ଓ ବିଦ୍ୟାଳୟ ସ୍ତରରେ ମୂଲ୍ୟାଙ୍କନ କରାଯିବ.
  • ଅର୍ଦ୍ଧ ବାର୍ଷିକ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ସମସ୍ତ ବିଷୟ ଓ ଅଧ୍ୟାୟ ଗୁଡିକର MCQ ଓ Subjective ପ୍ରଶ୍ନ ଗୁଡିକ ଏହି Term-1 ପୁସ୍ତକରେ ଦିଆଯାଇଛି.
  • ସେହିପରି, ଅର୍ଦ୍ଧ ବାର୍ଷିକ ପରୀକ୍ଷା (Term-1) ପାଇଁ 15 ଟି ଲେଖାଏଁ ନମୁନା ପ୍ରଶ୍ନ ଓ ଉତ୍ତର ମଧ୍ୟ ଏହି Term-1 ପୁସ୍ତକରେ ଦିଆଯାଇଛି.
  • Formative Assessments FA1 ଓ FA2 ପାଇଁ 3ଟି ଲେଖାଏଁ ନମୁନା ପ୍ରଶ୍ନ ଏହି Term-1 ପୁସ୍ତକରେ ଦିଆଯାଇଛି.
  • TBW ତରଫରୁ ଆପଣଙ୍କ ପାଇଁ EXTRA BOOK କମ ମୂଲ୍ୟରେ (₹498/-) ପ୍ରକାଶିତ. ତେଣୁ TBW ଉପରେ ଭରସା କରି ପୂର୍ବରୁ କ୍ରୟ କରିଥିବା TBW HSC Term-1 ପୁସ୍ତକଟି ନିଶ୍ଚୟ ଉପଯୋଗୀ.

Follow TBW and Jumbo on Telegram

Click the Poster 👇🏻

 

Leave a comment

Please note, comments must be approved before they are published