News
-
TBW Odisha PEO Entrance Exam Guide ପ୍ରକାଶ ପାଇଲା !
👉🏻 ନୂତନ ନିୟମାବଳୀ ଅନୁସାରେ ଖାଲିଥିବା ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀ ବା Odisha PEO ପଦବୀ ନିମନ୍ତେ ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ OSSSC Odisha Subordinate Staff Selection Commission ମାଧ୍ୟମରେ ପ୍ରତ୍ୟକ୍ଷ ନିଯୁକ୍ତି ପରୀକ୍ଷା କରାଯାଇ ପୂରଣ କରାଯିବାର ବ୍ୟବସ୍ଥା ରଖାଯାଇଛି |
👉🏻 ନୂତନ ସିଲାବସ ଅନୁଯାୟୀ ପ୍ରସ୍ତୁତ କରାଯାଇଛି : TBW Odisha PEO Entrance Exam Guide
-
TBW Guides for Competitive Exams 2023
For OTET JTC OSSTET Regular Teachers RHT BEd PEO Entrance Exams 2022-23