tbwodisha.com

News

  • TBW WiSCL Song by Humane Sagar & Antara

    ଖେଳ ଭାବନାର ଏପରି ଏକ ଉତ୍ସବ ଯେଉଁଠାରେ ପ୍ରତ୍ୟେକ ଖେଳାଳୀ ଜଣେ ଅଭିନେତା, ଏବଂ ପ୍ରତ୍ୟେକ ମ୍ୟାଚ୍ ଏଭଳି ମଞ୍ଚ ଯେଉଁଠାର ନା ଅଛି କୌଣସି ଦ୍ଵିତୀୟ ଟେକ୍, ନା ଅଛନ୍ତି କୌଣସି ନିର୍ଦ୍ଦେଶକ; ଅଛି ତ କେବଳ ଖେଳର କଞ୍ଚା, ଅଲିଖିତ ରୋମାଞ୍ଚ !

    Humane Sagar ଏବଂ Antara ଙ୍କ TBW WISCL theme song ରେ ଆରମ୍ଭ ହୋଇଗଲାଣି ରୋମାଞ୍ଚ | ବଢ଼ି ଚାଲିଛି ଉତ୍ସାହ ! ପ୍ରତ୍ୟେକ କ୍ୟାଚ୍ , ପ୍ରତି ରନ୍ ଏବଂ ନିଜ ଟିମ୍ ଓ ପସନ୍ଦର ଖେଳାଳୀଙ୍କ ବିଜୟରେ ନାଚି ଉଠୁଛି ପ୍ରଶଂସକଙ୍କ ମନ |