Product added to cart
TBW ପୁସ୍ତକରେ ଦିଆଯାଇଥିବା କେତେକ ବିଷୟବସ୍ତୁ ଯଥା ବିଗତ ବର୍ଷଗୁଡିକର ପ୍ରଶ୍ନପତ୍ର, ଅପଠିତ ଅନୁଚ୍ଛେଦ, ପତ୍ରଲିଖନ ଇତ୍ୟାଦିରେ ଥିବା ଚିନ୍ତାଧାରା କିମ୍ବା ମନ୍ତବ୍ୟ ସହିତ TBW ପ୍ରକାଶନ ସଂସ୍ଥା ଏକମତ ହୋଇନପାରେ |
For +2 second year Students Covering All Previous CHSE Board Question Papers Also Covering Previous CBSE Board Question Papers unit-wise. CHSE Board Question Papers are included Unit-wise in the Probable Q&A Section.
Videos and Results. Watch Now!
ମାଟ୍ରିକ ପରୀକ୍ଷା ପାଇଁ TBW ଆଣିଅଛି 2-in-1 HSC PROBABLES 2024Objective ଓ Subjective ଏକାଠି ଓ କମ ମୂଲ୍ୟରେ ! SAVE ₹ 200/- (Limited Stock)
ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା (Board of Secondary Education) ୱେବସାଇଟରେ ନୂତନ ପ୍ରଶ୍ନପତ୍ର ଢାଞ୍ଚା ପ୍ରକାଶିତ ହୋଇସାରିଛି | ଆସନ୍ତୁ ଜାଣିନେବା କ'ଣ କ'ଣ ନୂଆ ରିହିଛି ଏଥିରେ ..
Subscribe କରନ୍ତୁ ଓ ଅପ୍-ଟୁ-ଡେଟ୍ ରୁହନ୍ତୁ !
Objective ଓ Subjective ଅଲଗା ଅଲଗା 👉🏻 ସମ୍ପୂର୍ଣ୍ଣ ସିଲାବସ ଓ ନୂତନ ନମ୍ବର ବିଭକ୍ତିକରଣ ଅନୁସାରେ ପ୍ରସ୍ତୁତ👉🏻 ସମ୍ଭାବିତ ପ୍ରଶ୍ନୋତ୍ତର : ଉଭୟ ଅର୍ଦ୍ଧବାର୍ଷିକ ଓ ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ👉🏻 ବିଗତ ବର୍ଷ ଗୁଡିକର ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର...
ଶିଶୁମନ୍ଦିର ସମିତି ଓ DPEP General ଛାତ୍ରଛାତ୍ରୀମାନଙ୍କ ପାଇଁ
ଜମ୍ବୋ ଆଣିଛି ଶିଶୁମନ୍ଦିର (ଶିକ୍ଷା ବିକାଶ ସଂସ୍ଥାନ) ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ବିଷୟର ସମନ୍ୱିତ ଗାଇଡ଼ ବୁକ - ଶିଶୁମନ୍ଦିର COMBOOK
NRTS, Jawahar Navodaya, Pathani Samanta Medhabruti, Odisha Adarsha Vidyalaya Entrance Exam, NTS NMMS
ଚଳିତ ଶିକ୍ଷାବର୍ଷ 2023-24 ପାଇଁ ବୋର୍ଡ ତରଫରୁ ପରୀକ୍ଷା ଢାଞ୍ଚାରେ କେତେକ ପରିବର୍ତ୍ତନ କରାଯାଇ ବିଜ୍ଞପ୍ତି ଜାରି କରାଯାଇଛି. ପୂର୍ବରୁ ପ୍ରଚଳିତ SA-1 ଓ SA-2 ପରୀକ୍ଷା ଆଉ ଅନୁଷ୍ଠିତ ହେବ ନାହିଁ. ବର୍ଷଶେଷରେ ସମ୍ପୂର୍ଣ୍ଣ ସିଲାବସକୁ ନେଇ କେବଳ ଗୋଟିଏ...
ଜମ୍ବୋ ଗାଇଡ଼ ବୁକସତୃତୀୟ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତପ୍ରତ୍ୟେକ ବିଷୟ ପାଇଁ ଅଲଗା ଅଲଗା