ଜରୁରୀ ସୂଚନା : ରେଜିଷ୍ଟ୍ରେସନ ପାଇଁ ଶେଷ ତାରିଖର ଘୋଷଣା

TBW Students Cricket League ରେ ପୂର୍ବରୁ ଯୋଗ ଦେଇଥିବା ଖେଳାଳି ମାନଙ୍କ ପାଇଁ ଜରୁରୀ ସୂଚନା :

  • ଯେଉଁ ଖେଳାଳି 2025 ମସିହାରେ TBW ର ଟୁର୍ଣ୍ଣାମେଣ୍ଟ ଗୁଡିକରେ ଭାଗ ନେଇଥିଲେ, ସେମାନଙ୍କ ନାମ Player List ରେ ଯୋଗ କରାଯିବ |
  • ଅକ୍ଟୋବର 2024ରେ ହୋଇଥିବା Season-1 ରେ ଯୋଗ ଦେଇଥିବା ଖେଳାଳି, ଯେଉଁମାନେ ଅନ୍ୟ କୌଣସି TBWର ଟୁର୍ଣ୍ଣାମେଣ୍ଟରେ ଭାଗ ନେଇନାହାନ୍ତି, ସେମାନେ ଆମ ହେଲ୍ପଲାଇନ ନମ୍ବରରେ (Helpline Numbers) ଯୋଗାଯୋଗ କରି ତୁରନ୍ତ ରେଜିଷ୍ଟ୍ରସନ କରନ୍ତୁ | ଶେଷ ତାରିଖ : 28 ଫେବୃଆରୀ 2025
  • ନୂତନ କିମ୍ବା ପୁରାତନ ଖେଳାଳି ଯେଉଁମାନେ Talent Hunt ରେ ଭାଗ ନେବାକୁ ଇଚ୍ଛୁକ , ସେମାନେ 20 ମାର୍ଚ୍ଚ ପୂର୍ବରୁ ଆମ ହେଲ୍ପଲାଇନ ନମ୍ବରରେ (Helpline Numbers) ଯୋଗାଯୋଗ କରି ତୁରନ୍ତ ରେଜିଷ୍ଟ୍ରସନ କରନ୍ତୁ |

Leave a comment

Please note, comments need to be approved before they are published.