WiSCL Baja Again ! The Battle of the Best !
-
TBW Students Premier League Season-2 is set to begin in May 2025.
ମେ ମାସରେ ଆରମ୍ଭ ହେବାକୁ ଯାଉଛି TBW Students Premier League ର ଦ୍ଵିତୀୟ ପର୍ଯ୍ୟାୟ ! -
Live Auctions for the Players will be held in the 2nd Week of April 2025.
ଖେଳାଳିମାନଙ୍କ ଚୟନ ପାଇଁ ଲାଇଭ ଅକ୍ସନ / ବିଡିଂ ଏପ୍ରିଲ ମାସ ଦ୍ଵିତୀୟ ସପ୍ତାହରେ ହେବ ! - Helpline numbers: List of Coordinators and their Phone Numbers: Click Here 👉🏻 ତାଲିକା ଓ ଫୋନ ନମ୍ବର ପାଇଁ କ୍ଲିକ କରନ୍ତୁ
-
Players Eligibility : କେଉଁମାନେ ଭାଗ ନେବେ ?
-
Boy Students of Age 19 or below i.e. born on or after 1st Jan 2005 can participate.
19 ବର୍ଷ ଓ କମ ବୟସର ଛାତ୍ର ଏଥିରେ ଭାଗନେବେ | -
Girls of Age 23 or below i.e. born on or after 1st Jan 2002 can also participate.
23 ବର୍ଷ ଓ କମ ବୟସର ବାଳିକା ଖେଳାଳି ମଧ୍ୟ ଏଥିରେ ଭାଗନେବେ |
-
-
Old Players List: The Eligible Players who participated in the Previous TBW Students Cricket Leagues are enlisted for the Bidding Process. TBW ସ୍ଟୁଡେଣ୍ଟସ କ୍ରିକେଟ ଲିଗର ପୂର୍ବ ସଂସ୍କରଣରେ ଭାଗନେଇଥିବା ଖେଳାଳିମାନଙ୍କ ତାଲିକା ବିଡିଂ ପ୍ରକ୍ରିୟା ପାଇଁ ପ୍ରସ୍ତୁତ କରାଯାଇଛି |
-
Players List will be Published Soon
ଖେଳାଳିମାନଙ୍କ ତାଲିକା: ଅତିଶୀଘ୍ର ପ୍ରକାଶ ପାଇବ
-
-
New Talent Hunt for Players: ନୂତନ ଖେଳାଳି ଚୟନ ପାଇଁ ଟାଲେଣ୍ଟ ହଣ୍ଟ :
-
Live Auditions will be conducted by TBW WiSCL Organising Committee for the Players who could not participate in the previous TBW Cricket tournaments.
ଯେଉଁ ଖେଳାଳିମାନେ TBW ସ୍ଟୁଡେଣ୍ଟସ କ୍ରିକେଟ ଲିଗର ପୂର୍ବ ସଂସ୍କରଣରେ ଭାଗନେଇପାରି ନାହାନ୍ତି, ସେମାନଙ୍କ ପାଇଁ ଏହି ଟାଲେଣ୍ଟ ହଣ୍ଟ ଅନୁଷ୍ଠିତ ହେବ | -
New Players of the above mentioned age can participate in the Talent Hunt through registration.
ଉପରୋକ୍ତ ବୟସର ବାଳକ ଓ ବାଳିକା ଖେଳାଳି ଏହି ଟାଲେଣ୍ଟ ହଣ୍ଟରେ ଭାଗ ନେବା ପାଇଁ ରେଜିଷ୍ଟ୍ରେସନ କରିବାକୁ ହେବ | -
Old Players who believe that they couldn’t get a proper chance to showcase their skills in the previous matches can also participate in the Talent Hunt.
ଯେଉଁ ଖେଳାଳି ପୂର୍ବ ସଂସ୍କରଣରେ ଉପଯୁକ୍ତ ସୁଯୋଗ ପାଇନାହାନ୍ତି ବୋଲି ଅନୁଭବ କରନ୍ତି, ସେମାନେ ମଧ୍ୟ ଏହି ଟାଲେଣ୍ଟ ହଣ୍ଟରେ ଭାଗ ନେଇପାରିବେ |
-
Comments (4)
How to register
Sir i want to play for my district bhadrak plz support me
Sohel
M
ODISHA