-
TBW Students Premier League Season-2 is set to begin in May 2025. ମେ ମାସରେ ଆରମ୍ଭ ହେବାକୁ ଯାଉଛି TBW Students Premier League ର ଦ୍ଵିତୀୟ ପର୍ଯ୍ୟାୟ !
-
Live Auctions for the Players will be held in the 2nd Week of April 2025.
ଖେଳାଳିମାନଙ୍କ ଚୟନ ପାଇଁ ଲାଇଭ ଅକ୍ସନ / ବିଡିଂ ଏପ୍ରିଲ ମାସ ଦ୍ଵିତୀୟ ସପ୍ତାହରେ ହେବ ! - Old Players List: The Eligible Players who participated in the Previous TBW Students Cricket Leagues are enlisted for the Bidding Process. TBW ସ୍ଟୁଡେଣ୍ଟସ କ୍ରିକେଟ ଲିଗର ପୂର୍ବ ସଂସ୍କରଣରେ ଭାଗନେଇଥିବା ଖେଳାଳିମାନଙ୍କ ତାଲିକା ବିଡିଂ ପ୍ରକ୍ରିୟା ପାଇଁ ପ୍ରସ୍ତୁତ କରାଯାଇଛି |
- TBW Cricket ର କେବଳ Season-1 ଟୁର୍ଣ୍ଣାମେଣ୍ଟରେ (ଯାହା ଅକ୍ଟୋବର - 2024ରେ ଅନୁଷ୍ଠିତ ହୋଇଥିଲା ) ଭାଗନେଇଥିବା ଖେଳାଳିମାନେ ତଳେ ଦିଆଯାଇଥିବା ଲିଙ୍କ କ୍ଲିକ କରି ନିଜ ଜିଲ୍ଲାର helpline ନମ୍ବରରେ ଯୋଗାଯୋଗ କରନ୍ତୁ |
- Helpline numbers: List of Coordinators and their Phone Numbers: Click Here 👉🏻 ତାଲିକା ଓ ଫୋନ ନମ୍ବର ପାଇଁ କ୍ଲିକ କରନ୍ତୁ
-
Players List will be Published Soon ଖେଳାଳିମାନଙ୍କ ତାଲିକା: ଅତିଶୀଘ୍ର ପ୍ରକାଶ ପାଇବ
-
New Talent Hunt for Old Players: ପୁରାତନ ଖେଳାଳି ଚୟନ ପାଇଁ ଟାଲେଣ୍ଟ ହଣ୍ଟ :
- Old Players who believe that they couldn’t get a proper chance to showcase their skills in the previous matches can also participate in the Talent Hunt.
- ଯେଉଁ ଖେଳାଳି ପୂର୍ବ ସଂସ୍କରଣରେ ଉପଯୁକ୍ତ ସୁଯୋଗ ପାଇନାହାନ୍ତି ବୋଲି ଅନୁଭବ କରନ୍ତି, ସେମାନେ ମଧ୍ୟ ଏହି ଟାଲେଣ୍ଟ ହଣ୍ଟରେ ଭାଗ ନେଇପାରିବେ |

Comments (3)
Cricket tbw player
I want to play tbw premier league for jajpur team please 🥺 give me one chance my aim of life is cricketer.
I want to play tbw premier league for jajpur team please 🥺 give me one chance my aim of life is cricketer.