TBW HSC 2026 Probables

TBW HSC 2026 Probables

ମାଟ୍ରିକ ପରୀକ୍ଷା ପାଇଁ TBW ଆଣିଅଛି 
TBW HSC PROBABLES 2026

କଣ କଣ ଅଛି ଏହି TBW HSC ବହିରେ :
👉 Objective MCQ  ଓ Subjective ଏକାଠି
👉 ବିଗତ ବର୍ଷ ଗୁଡିକର ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ଓ ଉତ୍ତର 
👉 ଏହା ସହିତ ଗୁରୁତ୍ୱପୂର୍ଣ୍ଣ ଓ କଠିନ ପ୍ରଶ୍ନଗୁଡିକର Hint ଦିଆଯାଇଛି ! ମାନେ ପ୍ରଶ୍ନଟିର ଉତ୍ତରକୁ କେବଳ ଘୋଷି ମନେରଖିବା ନାହିଁ, ବରଂ ତାହା କିପରି ହେଲା ତାହା ଜାଣିବା ! 
👉 ଏହା ସହିତ TBW HSC ବହିରେ ଦିଆଯାଇଛି Chapter-wise ଅତି ସମ୍ଭାବିତ ପ୍ରଶ୍ନୋତ୍ତର : ଉଭୟ ଅର୍ଦ୍ଧବାର୍ଷିକ ଓ ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ !
👉 ସମ୍ଭାବିତ ପ୍ରଶ୍ନୋତ୍ତର ବିଭାଗରେ ବିଗତ ବର୍ଷର ବୋର୍ଡ ପ୍ରଶ୍ନଗୁଡିକୁ ସୂଚିତ କରାଯାଇଛି; ଯାହାଦ୍ୱାରା ଛାତ୍ରଛାତ୍ରୀ Chapter-wise ପଢିଲାବେଳେ ଅତି ସହଜ ହେବ.

ଏତିକି ନୁହେଁ ! TBW HSC ବହିରେ ଦିଆଯାଇଛି  - 
👉 ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ 25 ସେଟ ନମୁନା ପ୍ରଶ୍ନ ଓ ଉତ୍ତର,
👉 ଅର୍ଦ୍ଧବାର୍ଷିକ ପରୀକ୍ଷା ପାଇଁ 5 ସେଟ ନମୁନା ପ୍ରଶ୍ନ ଓ ଉତ୍ତର !
👉 ସହଜରେ ଓ କମ ସମୟରେ Revision କରିବା ପାଇଁ ପ୍ରତି ବିଷୟରେ ରହିଛି Memory Express. 
👉 ବିଗତ ବର୍ଷ ପରି 2025 ମାଟ୍ରିକ ପରୀକ୍ଷାରେ ମଧ୍ୟ TBW HSC ବହି ନିଜର ସଫଳତା ବଜାୟ ରଖିଛି ! 2025 ମାଟ୍ରିକ ପରୀକ୍ଷାରେ 99.5% ପ୍ରଶ୍ନ TBWରୁ ପଚରାଯାଇଥିଲା ! ଏହାର ପ୍ରମାଣ TBW Success Chart ରେ ଦିଆଯାଇଛି ! 
👉 ଏହି ସଫଳତା ଚାର୍ଟ ପାଇଁ TBW ସବୁବେଳେ ଛାତ୍ରଛାତ୍ରୀ ମାନଙ୍କର ପ୍ରଥମ ପସନ୍ଦ !

Click 👇🏻 to follow us on WhatsApp

 

3 products

TBW HSC 2026 Probables

Vendor: tbwodisha

TBW 2_in_1 HSC Probables 2026 Objective_MCQ & Subjective

Regular price Rs. 1,350.00 Sale price Rs. 1,350.00 Regular price Rs. 1,696.00
Vendor: tbwodisha

TBW Objective MCQ HSC Probables 2026

Regular price Rs. 933.00 Sale price Rs. 933.00 Regular price Rs. 1,098.00
Vendor: tbwodisha

TBW Subjective HSC Probables 2026

Regular price Rs. 678.00 Sale price Rs. 678.00 Regular price Rs. 798.00