TBW 2_in_1 HSC Probables 2025 Objective_MCQ & Subjective
କଣ କଣ ଅଛି ଏହି 2-in-1 TBW HSC ବହିରେ :
👉 Objective MCQ ଓ Subjective ଏକାଠି
👉 ବିଗତ ବର୍ଷ ଗୁଡିକର ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ଓ ଉତ୍ତର
👉 ଏହା ସହିତ ଗୁରୁତ୍ୱପୂର୍ଣ୍ଣ ଓ କଠିନ ପ୍ରଶ୍ନଗୁଡିକର Hint ଦିଆଯାଇଛି ! ମାନେ ପ୍ରଶ୍ନଟିର ଉତ୍ତରକୁ କେବଳ ଘୋଷି ମନେରଖିବା ନାହିଁ, ବରଂ ତାହା କିପରି ହେଲା ତାହା ଜାଣିବା !
👉 ଏହା ସହିତ TBW HSC ବହିରେ ଦିଆଯାଇଛି Chapter-wise ଅତି ସମ୍ଭାବିତ ପ୍ରଶ୍ନୋତ୍ତର : ଉଭୟ ଅର୍ଦ୍ଧବାର୍ଷିକ ଓ ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ !
👉 ସମ୍ଭାବିତ ପ୍ରଶ୍ନୋତ୍ତର ବିଭାଗରେ ବିଗତ ବର୍ଷର ବୋର୍ଡ ପ୍ରଶ୍ନଗୁଡିକୁ ସୂଚିତ କରାଯାଇଛି; ଯାହାଦ୍ୱାରା ଛାତ୍ରଛାତ୍ରୀ Chapter-wise ପଢିଲାବେଳେ ଅତି ସହଜ ହେବ.
ଏତିକି ନୁହେଁ ! TBW HSC ବହିରେ ଦିଆଯାଇଛି -
👉 ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ 25 ସେଟ ନମୁନା ପ୍ରଶ୍ନ ଓ ଉତ୍ତର,
👉 ଅର୍ଦ୍ଧବାର୍ଷିକ ପରୀକ୍ଷା ପାଇଁ 10 ସେଟ ନମୁନା ପ୍ରଶ୍ନ ଓ ଉତ୍ତର !
👉 ସହଜରେ ଓ କମ ସମୟରେ Revision କରିବା ପାଇଁ ପ୍ରତି ବିଷୟରେ ରହିଛି Memory Express.
👉 ବିଗତ ବର୍ଷ ପରି 2024 ମାଟ୍ରିକ ପରୀକ୍ଷାରେ ମଧ୍ୟ TBW HSC ବହି ନିଜର ସଫଳତା ବଜାୟ ରଖିଛି ! 2024 ମାଟ୍ରିକ ପରୀକ୍ଷାରେ 99.5% ପ୍ରଶ୍ନ TBWରୁ ପଚରାଯାଇଥିଲା ! ଏହାର ପ୍ରମାଣ TBW Success Chart ରେ ଦିଆଯାଇଛି !
👉 ଏହି ସଫଳତା ଚାର୍ଟ ପାଇଁ TBW ସବୁବେଳେ ଛାତ୍ରଛାତ୍ରୀ ମାନଙ୍କର ପ୍ରଥମ ପସନ୍ଦ !
Click 👇🏻 to follow us on WhatsApp
ALSO AVAILABLE:
👉 ଧ୍ୟାନ ଦିଅନ୍ତୁ ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ TBW HSC Probables 2025, Objective MCQ ଓ Subjective ପାଇଁ ଅଲଗା ଅଲଗା ମଧ୍ୟ ଉପଲବ୍ଧ |
TBW HSC Probables 2025 Objective MCQ: Click the Poster 👇🏻
TBW HSC Probables 2025 Subjective: Click the Poster 👇🏻
ବିଶେଷ ଦ୍ରଷ୍ଟବ୍ୟ : ପୁସ୍ତକରେ ଦିଆଯାଇଥିବା କେତେକ ବିଷୟବସ୍ତୁ ଯଥା ବିଗତ ବର୍ଷଗୁଡିକର ପ୍ରଶ୍ନପତ୍ର, ଅପଠିତ ଅନୁଚ୍ଛେଦ, ପତ୍ରଲିଖନ ଇତ୍ୟାଦିରେ ଥିବା ଚିନ୍ତାଧାରା କିମ୍ବା ମନ୍ତବ୍ୟ ସହିତ ଆମ ପ୍ରକାଶନ ସଂସ୍ଥା ଏକମତ ହୋଇନପାରେ | ପାଠକମାନେ ଏବିଷୟ ପ୍ରତି ନିଜ ବିବେକ ପ୍ରୟୋଗ କରିବାକୁ ଅନୁରୋଧ | ଏପରି କୌଣସି ବିଷୟ ସାମ୍ନାକୁ ଆସିଲେ ଦିଆଯାଇଥିବା emailରେ ଜଣାଇବାକୁ ଅନୁରୋଧ |
Frequently bought together
TBW 2_in_1 HSC Probables 2025 Objective_MCQ & Subjective
Please read before ordering:
ବିଶେଷ ଦ୍ରଷ୍ଟବ୍ୟ :TBW ର ସମସ୍ତ ପୁସ୍ତକ ନିକଟସ୍ଥ ପୁସ୍ତକ ବିକ୍ରେତାଙ୍କ ନିକଟରେ ଉପଲବ୍ଧ | ସେଠାରେ ପୁସ୍ତକ ଉପଲବ୍ଧ ନଥିଲେ ଆମ website ରେ ଅର୍ଡର ଦେଇପାରିବେ | ଅର୍ଡର ଦେବାପରେ ଅତିକମରେ 5 ଟି Working Days ସମୟ ଲାଗିବ ପୁସ୍ତକ ଆପଣଙ୍କ ନିକଟରେ ପହଂଚିବା ପାଇଁ | ଛୁଟି ପାଇଁ Courier Services ଦ୍ୱାରା Delivery ରେ ବିଳମ୍ବ ହେବାର ସମ୍ଭାବନା ରହିଛି |
Books once sold cannot be returned/exchanged under any conditions. Shipping charges to deliver a book are very high. Please check the details of your product properly before ordering. Only defective books are replaced. Please refer to our return policy before ordering. You may contact our helpline number for further information.