TBW HSC Proabables 2025 SUBJECTIVE
ମାଟ୍ରିକ ପରୀକ୍ଷା ପାଇଁ ନୂତନ ଭାବେ ପ୍ରସ୍ତୁତ
TBW HSC PROBABLES 2025 SUBJECTIVE
ପୁସ୍ତକର ବିଶେଷତ୍ୱ :
👉🏻 ସମ୍ପୂର୍ଣ୍ଣ ସିଲାବସ ଓ ନୂତନ ନମ୍ବର ବିଭକ୍ତିକରଣ ଅନୁସାରେ ପ୍ରସ୍ତୁତ
👉🏻 ଅନେକ ସମ୍ଭାବିତ ପ୍ରଶ୍ନୋତ୍ତର : ଉଭୟ ଅର୍ଦ୍ଧବାର୍ଷିକ ଓ ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ
👉🏻 ବିଗତ ବର୍ଷ ଗୁଡିକର ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ଓ ଉତ୍ତର
👉🏻 Subjective ଓ Objective MCQ ଅଲଗା ଅଲଗା
👉🏻 ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ 25 ସେଟ ନମୁନା ପ୍ରଶ୍ନ ଓ ଉତ୍ତର
👉🏻 ଅର୍ଦ୍ଧବାର୍ଷିକ ପରୀକ୍ଷା ପାଇଁ 10 ସେଟ ନମୁନା ପ୍ରଶ୍ନ ଓ ଉତ୍ତର
Also Available:
TBW HSC Probables 2025 Objective MCQ: Click the Poster 👇🏻
ବିଶେଷ ଦ୍ରଷ୍ଟବ୍ୟ : ପୁସ୍ତକରେ ଦିଆଯାଇଥିବା କେତେକ ବିଷୟବସ୍ତୁ ଯଥା ବିଗତ ବର୍ଷଗୁଡିକର ପ୍ରଶ୍ନପତ୍ର, ଅପଠିତ ଅନୁଚ୍ଛେଦ, ପତ୍ରଲିଖନ ଇତ୍ୟାଦିରେ ଥିବା ଚିନ୍ତାଧାରା କିମ୍ବା ମନ୍ତବ୍ୟ ସହିତ ଆମ ପ୍ରକାଶନ ସଂସ୍ଥା ଏକମତ ହୋଇନପାରେ | ପାଠକମାନେ ଏବିଷୟ ପ୍ରତି ନିଜ ବିବେକ ପ୍ରୟୋଗ କରିବାକୁ ଅନୁରୋଧ | ଏପରି କୌଣସି ବିଷୟ ସାମ୍ନାକୁ ଆସିଲେ ଦିଆଯାଇଥିବା emailରେ ଜଣାଇବାକୁ ଅନୁରୋଧ
Click 👇🏻 to follow us on WhatsApp
Frequently bought together
TBW HSC Proabables 2025 SUBJECTIVE
Please read before ordering:
ବିଶେଷ ଦ୍ରଷ୍ଟବ୍ୟ :TBW ର ସମସ୍ତ ପୁସ୍ତକ ନିକଟସ୍ଥ ପୁସ୍ତକ ବିକ୍ରେତାଙ୍କ ନିକଟରେ ଉପଲବ୍ଧ | ସେଠାରେ ପୁସ୍ତକ ଉପଲବ୍ଧ ନଥିଲେ ଆମ website ରେ ଅର୍ଡର ଦେଇପାରିବେ | ଅର୍ଡର ଦେବାପରେ ଅତିକମରେ 5 ଟି Working Days ସମୟ ଲାଗିବ ପୁସ୍ତକ ଆପଣଙ୍କ ନିକଟରେ ପହଂଚିବା ପାଇଁ | ଛୁଟି ପାଇଁ Courier Services ଦ୍ୱାରା Delivery ରେ ବିଳମ୍ବ ହେବାର ସମ୍ଭାବନା ରହିଛି |
Books once sold cannot be returned/exchanged under any conditions. Shipping charges to deliver a book are very high. Please check the details of your product properly before ordering. Only defective books are replaced. Please refer to our return policy before ordering. You may contact our helpline number for further information.