tbwodisha.com

TBW Odisha PEO Entrance Exam Guide Panchayat Executive Officers

TBW Odisha PEO Entrance Exam Guide Panchayat Executive Officers

Regular price
Rs. 750.00
Sale price
Rs. 750.00
Regular price
Rs. 998.00
Sold out
Unit price
per 
Shipping calculated at checkout.

👉🏻 Odisha Panchayat Executive Officers ବା ଓଡିଶା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀ ନିଯୁକ୍ତି ପରୀକ୍ଷା ପାଇଁ TBW Odisha PEO Entrance Exam Guide


👉🏻 ନୂତନ ନିୟମାବଳୀ ଅନୁସାରେ ଖାଲିଥିବା ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀ ବା Odisha PEO ପଦବୀ ନିମନ୍ତେ ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ OSSSC Odisha Subordinate Staff Selection Commission ମାଧ୍ୟମରେ ପ୍ରତ୍ୟକ୍ଷ ନିଯୁକ୍ତି ପରୀକ୍ଷା କରାଯାଇ ପୂରଣ କରାଯିବାର ବ୍ୟବସ୍ଥା ରଖାଯାଇଛି |

👉🏻 ଏହି ପରୀକ୍ଷାରେ English, Odia, Reasoning, Mathematics, General Knowledge & Computer Knowledge ବିଷୟ ଗୁଡ଼ିକରୁ ପ୍ରଶ୍ନ ପଚରାଯିବ |
👉🏻 ଏହି ଆଧାରରେ ନୂତନ ସିଲାବସ ଅନୁଯାୟୀ ପ୍ରସ୍ତୁତ କରାଯାଇଛି : TBW Odisha PEO Entrance Exam Guide

ପୁସ୍ତକର ବିଶେଷତ୍ୱ :
👉🏻 ବିଗତ ବର୍ଷର WEO, SUI, LAT, SCEW, VSC, CPSE, BSSO, ACS, ACTO, CA, Odisha RI ପରୀକ୍ଷା ଗୁଡିକର ଆବଶ୍ୟକତା ଅନୁଯାୟୀ ପ୍ରଶ୍ନପତ୍ର ଓ ସେଗୁଡିକର ଉତ୍ତର |
👉🏻 English, Odia, Reasoning, Mathematics, General Knowledge & Computer Knowledge ବିଷୟ ଗୁଡ଼ିକରୁ ଅନେକ ସମ୍ଭାବିତ ପ୍ରଶ୍ନୋତ୍ତର |
👉🏻 10 ସେଟ ନମୁନା ପ୍ରଶ୍ନପତ୍ର ଓ ଉତ୍ତର |

Subjects: English, Odia, Reasoning, Mathematics, General Knowledge & Computer Knowledge

 

CLICK 👇🏻 the poster