
ଓଡ଼ିଶା ଶୈକ୍ଷିକ ଯୋଗ୍ୟତା ପରୀକ୍ଷା
For Appointment as a Teacher in Classes VI to VIII
with Special Preparation for
👉🏻 JTS Entrance Exam (Junior Teachers : Schematic)
🔈 NEW Features: ସମ୍ପୂର୍ଣ୍ଣ ନୂଆ
🔘 Previous Years’ OTET Question Papers
- Answers and Explanations (Both in Odia & English)
- ବିଗତ ବର୍ଷଗୁଡ଼ିକର ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ରଗୁଡ଼ିକର ପ୍ରଶ୍ନ, ଉତ୍ତର ଓ ବିଶ୍ଳେଷଣ
- 2022 (in 2023), 2022, 2021, 2018, 2017, 2016
🔘 Unit-wise ଅନେକ ସମ୍ଭାବିତ ପ୍ରଶ୍ନୋତ୍ତର (2015 ରୁ 2012)
🔘 Model Set Questions (8 Sets)
🔘 Unit-wise ବୋର୍ଡ ପରୀକ୍ଷା ପ୍ରଶ୍ନୋତ୍ତର ଗୁଡିକୁ ଅଲଗା ଅଲଗା କରାଯାଇଛି
🔘 Unit-wise ସବୁବିଷୟର Summary ଓ Points to Remember
🔘 JTS Entrance Exam ପାଇଁ ମଧ୍ୟ ଏହି ପୁସ୍ତକ ଉପଯୋଗୀ
🔘 JTS Entrance Exam ପାଇଁ ସ୍ୱତନ୍ତ୍ର ଭାବେ ପୁସ୍ତକ ପ୍ରକାଶିତ
Subjects:
📌 Child Development and Pedagogy
📌 Language I Odia
📌 Language II English
📌 Mathematics
📌 Science
ବିଶେଷ ଦ୍ରଷ୍ଟବ୍ୟ : TBW ର ସମସ୍ତ ପୁସ୍ତକ ନିକଟସ୍ଥ ପୁସ୍ତକ ବିକ୍ରେତାଙ୍କ ନିକଟରେ ଉପଲବ୍ଧ | ସେଠାରେ ପୁସ୍ତକ ଉପଲବ୍ଧ ନଥିଲେ ଆମ website ରେ ଅର୍ଡର ଦେଇପାରିବେ | ଅର୍ଡର ଦେବାପରେ ଅତିକମରେ 5 ଟି Working Days ସମୟ ଲାଗିବ ପୁସ୍ତକ ଆପଣଙ୍କ ନିକଟରେ ପହଂଚିବା ପାଇଁ | ଛୁଟି ପାଇଁ Courier Services ଦ୍ୱାରା Delivery ରେ ବିଳମ୍ବ ହେବାର ସମ୍ଭାବନା ରହିଛି |
Please note: Books once sold cannot be returned/exchanged under any conditions. Shipping charges to deliver a book are very high. Please check the details of your product properly before ordering.