01-Feb-2025 ପାଞ୍ଚ ପାଠ ଖବର

👉ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) 2025 ପାଇଁ ଅନଲାଇନ ଆବେଦନ ଆରମ୍ଭ
👉ଆସନ୍ତା ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଅନଲାଇନ ଆବେଦନ କରିପାରିବେ
👉ଯୁକ୍ତ ୩ ଛାତ୍ରୀଙ୍କୁ ମିଳିବ ଆତ୍ମରକ୍ଷା କୌଶଳ ତାଲିମ
👉ଏଥ‌ିପାଇଁ ପ୍ରତି କଲେଜରେ ଗଠନ ହେବ ଆତ୍ମରକ୍ଷା ତାଲିମ କୌଶଳ କ୍ଳବ
👉ମାର୍ଜ ୧୫ ସୁଦ୍ଧା ଆତ୍ମରକ୍ଷା କୌଶଳ ତାଲିମ ପ୍ରଦାନ କରାଯିବ

Leave a comment