31-Jan-2025 ପାଞ୍ଚ ପାଠ ଖବର

👉IGNOU ଏବେ B.Ed ଏବଂ B.Sc ନସିଂରେ ଆଡ୍‌ମିଶନ୍ ପାଇଁ ରେଜିଷ୍ଟ୍ରେସନ୍ ଲିଙ୍କ ଖୋଲିଛି 

👉ପ୍ରାର୍ଥୀମାନେ IGNOUର ଅଫିସିଆଲ ୱେବସାଇଟ୍ https://www.ignou.ac.in/ କୁ ଯାଇ ଆବେଦନ କରିପାରିବେ
👉ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୧ ଫେବୃଆରୀ ୨୦୨୫
👉ମାର୍ଚ୍ଚ ୧୬ରେ ସମଗ୍ର ଦେଶରେ ପ୍ରବେଶିକା ପରୀକ୍ଷା କରାଯିବ
👉IGNOUରେ B.Ed କରିବାକୁ ହେଲେ ଗ୍ରାଜୁଏସନ୍‌ରେ ଅତିକମରେ ୫୦% ମାର୍କ ଥିବା ଆବଶ୍ୟକ

Leave a comment