10-June-2025 ପାଞ୍ଚ ପାଠ ଖବର

👉ନବୋଦୟ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀ ନାମଲେଖା ପାଇଁ ଆବେଦନର ଶେଷ ତାରିଖ ୨୭ ଜୁଲାଇ
👉ଉଚ୍ଚ ଶିକ୍ଷା ବିଭାଗ ଓ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟ ମଧ୍ୟରେ ବୁଝାମଣା
👉ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ଲାଭ କରିବେ ଛାତ୍ରଛାତ୍ରୀ
👉୨୫ ଜୁନ୍ ୨୦୨୫ ରେ UGC NET ପରୀକ୍ଷା ଆରମ୍ଭ

👉ଅଫିସିଆଲ ୱେବସାଇଟ୍ ugcnet.nta.ac.in ରୁ UGC NET 2025 ସଂଶୋଧୃତ କାର୍ଯ୍ୟସୂଚୀ ଯାଞ୍ଚ ଏବଂ ଡାଉନଲୋଡ୍ କରିପାରିବେ

Leave a comment