11-June-2025 ପାଞ୍ଚ ପାଠ ଖବର

👉ପ୍ରକାଶ ପାଇଲା OJEE- 2025 ରେଜଲ୍
👉ଫଳାଫଳ ପୁସ୍ତିକା ଉନ୍ମୋଚନ କଲେ ଶିଳ୍ପମନ୍ତ୍ରୀ ସମ୍ପଦ ସାଇଁ
👉ଅଫିସିଆଲ ୱେବସାଇଟ୍ ojee.nic.in ରେ ଛାତ୍ରଛାତ୍ରୀ ନିଜ ବ୍ୟାଙ୍କ୍ କାର୍ଡ ପାଇପାରିବେ
👉ବିଫାର୍ମାରେ ଯତନୀ ମେହେର ଏମବିଏରେ ଅନୁରାଗ ମିଶ୍ର, ଏମସିଏରେ ଏସ୍ ସିଶେନ୍ଦ୍ରୀ, ଏମ୍. ଫାର୍ମାରେ ହିତେଶ କୁମାର ଧଳ, ଏମ୍.ଆକରେ ଅସ୍ମିତା ସୁବୁଦ୍ଧି, ଏମ.ପ୍ଲାନରେ ଉର୍ମିକାନ୍ତ ମଣିନନ୍ଦନ ସାହ ଟପ୍ପର

👉ମେ ୨ ରୁ ୧୨ ତାରିଖ ପର୍ଯ୍ୟନ୍ତ OJEE ୩ଟି ସିଫ୍ଟରେ ପରୀକ୍ଷା ହୋଇଥିଲା

Comment (1)

Niranjan Hantal

Leave a comment