3-June-2025 ପାଞ୍ଚ ପାଠ ଖବର

👉ପୁଣି ବଢିଲା +୩ ନାମଲେଖା ଆବେଦନ ଅବଧ
👉ଜୁନ୍ ୪ ତାରିଖ ରାତି ୧୧ଟା ୪୫ ଯାଏଁ ଫର୍ମ ଦାଖଲ କରିପାରିବେ ଛାତ୍ରଛାତ୍ରୀ
👉ପ୍ରକାଶ ପାଇଲା ରେଭେନ୍ସା ବିଶ୍ବବିଦ୍ୟାଳୟର ୟୁଜି . ରେଜଲ୍ଟ
👉ଚଳିତ ବର୍ଷ ପାସ ହାର ୮୪.୧୦% ରହିଛି
👉ଚଳିତ ବର୍ଷ ବିଜ୍ଞାନରେ ୭୭.୧୭% ପାସ୍ ଏବଂ କଳାରେ ୮୫.୯୭ ପ୍ରତିଶତ ପାସ୍ ହାର ରହିଛି

Leave a comment