24-June-2025 ପାଞ୍ଚ ପାଠ ଖବର

👉ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁନ୍ ୩୦ ତାରିଖରୁ ଆରମ୍ଭ ହେବ
👉ଜୁଲାଇ ୧୦ରୁ ଆରମ୍ଭ ହେବ ୟୁଜି ପାଠପଢ଼ା
👉ଆଠବର୍ଷ ହେବ ବନ୍ଦ ରହିଛି ଛାତ୍ର ନିର୍ବାଚନ, ଏବେ କ୍ୟାମ୍ପସରେ ପୁଣି ଆରମ୍ଭ ହେବ ଛାତ୍ର ରାଜନୀତି ସରକାରଙ୍କ ନୂଆ ନିର୍ଦେଶନାମା, 👉ଫେରସ୍ତ ହେବ ଚାକିରି ପ୍ରବେଶିକା ପରୀକ୍ଷା ଫି’
👉ବାସ୍ତବ ସମୟର ଶିଶୁ କଲ୍ୟାଣ ନିରୀକ୍ଷଣ ପାଇଁ ‘ଆମରି ଶିଶୁ’ ୱେବ୍ ପୋର୍ଟାଲର ଶୁଭାରମ୍ଭ

Leave a comment