👉ଆଜିଠୁ ରମାଦେବୀ ମହିଳା ବିଶ୍ବ ବିଦ୍ୟାଳୟରେ ଆରମ୍ଭ ହେବ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ
👉‘ମହିଳାଙ୍କ ସ୍ଥିରତା ଓ ସଶକ୍ତିକରଣର ଯାତ୍ରା: ଆଧାୟିକ ଶକ୍ତିର କାହାଣୀ ଓ ରଣନୀତି’କୁ ନେଇ ଆଲୋଚନା ହେବ
👉ଆସନ୍ତା ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା
👉ଏପ୍ରିଲ ୧ ଯାଏ ଏହି ପରୀକ୍ଷା ଚାଲିବ
👉ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଆସିବ ପ୍ରଶ୍ନ
