29-Jan-2025 ପାଞ୍ଚ ପାଠ ଖବର

👉NEP 2020ରେ ଯୁକ୍ତ ୨ ପାଇଁ ମଧ୍ୟ ୨ ଟି ସେମିଷ୍ଟର ପରୀକ୍ଷା ହେବ
👉ପ୍ରଥମ ସେମିଷ୍ଟର ଗୋଟିଏ ବିଷୟରେ ଅଧ୍ବକ ମାର୍କ ରଖ‌ିଲେ ଦ୍ଵିତୀୟ ସେମିଷ୍ଟରରେ ସେଇ ବିଷୟ ସ୍କିପ କରିପାରିବେ
👉ଜାନୁୟାରୀ ୩୧ ତାରିଖ OSSSC ନିଯୁକ୍ତି ପାଇଁ ପଞ୍ଜୀକରଣ କରିବାର ଶେଷ ତାରିଖ ରହିଛି
👉ଅଫିସିଆଲ ୱେବ୍ ସାଇଟ୍ osssc.gov.inକୁ ଯାଇ ଆବେଦନ କରିପାରିବେ
👉ମାର୍ଚ୍ଚ ୧ରୁ ଆରଟିଇ ନାମଲେଖା ପ୍ରକ୍ରିୟା ଆରମ୍ଭ

Leave a comment