30-Jan-2025 ପାଞ୍ଚ ପାଠ ଖବର

👉D.El.Ed. ବାର୍ଷିକ ପରୀକ୍ଷା ୨୦୨୩-୨୦୨୫ ଅନୁଷ୍ଠିତ କରିବାକୁ ବିଜ୍ଞପ୍ତି ପ୍ରକାଶ
👉D.El.Ed. ପାଠ୍ୟକ୍ରମ (୨୦୨୩-୨୦୨୫) ଜୁଲାଇ ୨୦୨୩ ରୁ ଆରମ୍ଭ ହୋଇଛି ଏବଂ ଜୁନ ୨୦୨୫ ପର୍ଯ୍ୟନ୍ତ ଚାଲିବ
👉ଦ୍ବିତୀୟ ବର୍ଷ D.El.Ed. ବାର୍ଷିକ ପରୀକ୍ଷା ଜୁନ ୨୦୨୫ ରେ ଅନୁଷ୍ଠିତ ହେବ
👉IGNOU ଏବେ B.Ed ଏବଂ B.Sc ନସିଂରେ ଆଡମିଶନ୍ ପାଇଁ ରେଜିଷ୍ଟେସନ୍ ଲିଙ୍କ୍ ଖୋଲିଛି

👉ପ୍ରାର୍ଥୀମାନେ IGNOUର ଅଫିସିଆଲ ୱେବ୍‌ସାଇଟ୍ https://www.ignou.ac.in/ କୁ ଯାଇ ଆବେଦନ କରିପାରିବେ

Leave a comment