tbwodisha.com

ଇନର୍ ଇଞ୍ଜିନିୟରିଙ୍ଗ୍ (ଓଡ଼ିଆ ସଂସ୍କରଣ) ଆନନ୍ଦମୟ ଜୀବନର ସୂତ୍ର : ସଦ୍‌ଗୁରୁ

Inner Engineering Odia by Sadhguru

ଅଧିକ ଜାଣିବା ପାଇଁ / ଅର୍ଡର ଦେବା ପାଇଁ  Click  👇🏻 କରନ୍ତୁ ...

Click 👆🏻

"ଆପଣ ଯଦି ସତରେ ଜୀବନକୁ ତା'ର ସମସ୍ତ ଗଭୀରତା ଏବଂ ବିସ୍ତାରତା ସହ ଜାଣିବାକୁ ଆଗ୍ରହୀ ତେବେ ଆପଣଙ୍କ ଦୃଷ୍ଟି ବହିର୍ମୁଖୀ ନ ହୋଇ ଅନ୍ତର୍ମୁଖୀ ହେବା ଆବଶ୍ୟକ | ଜଣେ ଗୁରୁ ହିସାବରେ, ଶିକ୍ଷାଦେବା ପାଇଁ ମୋ' ପାଖରେ କୌଣସି ମତବାଦ ନାହିଁ, ପ୍ରଦାନ କରିବା ପାଇଁ କୌଣସି ଦର୍ଶନଶାସ୍ତ୍ର ନାହିଁ କିମ୍ବା ପ୍ରଚାର-ପ୍ରସାର କରିବାପାଇଁ କୌଣସି ଧାର୍ମିକ ଆସ୍ଥା ନାହିଁ - କାରଣ ମାନବ ସମାଜକୁ ପୀଡିତ କରୁଥିବା ସମସ୍ତ ସମସ୍ୟାର ଏକମାତ୍ର ସମାଧାନ ହେଉଛି ଆତ୍ମ-ରୂପାନ୍ତରଣ |" - ସଦ୍‌ଗୁରୁ (ଯୋଗୀ, ରହସ୍ୟବାଦୀ, ଯୁଗଦ୍ରଷ୍ଟା)

ସଦ୍‌ଗୁରୁଙ୍କ ମଜାଳିଆ ଓ ପ୍ରେରଣାଦାୟକ କଥା

Click କରନ୍ତୁ 👉🏻 ସଦ୍‌ଗୁରୁ ଓଡ଼ିଆ ଚ୍ୟାନେଲ 

Leave a comment

Please note, comments must be approved before they are published