tbwodisha.com

News

  • ଇନର୍ ଇଞ୍ଜିନିୟରିଙ୍ଗ୍ (ଓଡ଼ିଆ ସଂସ୍କରଣ) ଆନନ୍ଦମୟ ଜୀବନର ସୂତ୍ର : ସଦ୍‌ଗୁରୁ

    "ଆପଣ ଯଦି ସତରେ ଜୀବନକୁ ତା'ର ସମସ୍ତ ଗଭୀରତା ଏବଂ ବିସ୍ତାରତା ସହ ଜାଣିବାକୁ ଆଗ୍ରହୀ ତେବେ ଆପଣଙ୍କ ଦୃଷ୍ଟି ବହିର୍ମୁଖୀ ନ ହୋଇ ଅନ୍ତର୍ମୁଖୀ ହେବା ଆବଶ୍ୟକ | ଜଣେ ଗୁରୁ ହିସାବରେ, ଶିକ୍ଷାଦେବା ପାଇଁ ମୋ' ପାଖରେ କୌଣସି ମତବାଦ ନାହିଁ, ପ୍ରଦାନ କରିବା ପାଇଁ କୌଣସି ଦର୍ଶନଶାସ୍ତ୍ର ନାହିଁ କିମ୍ବା ପ୍ରଚାର-ପ୍ରସାର କରିବାପାଇଁ କୌଣସି ଧାର୍ମିକ ଆସ୍ଥା ନାହିଁ - କାରଣ ମାନବ ସମାଜକୁ ପୀଡିତ କରୁଥିବା ସମସ୍ତ ସମସ୍ୟାର ଏକମାତ୍ର ସମାଧାନ ହେଉଛି ଆତ୍ମ-ରୂପାନ୍ତରଣ |" - ସଦ୍‌ଗୁରୁ (ଯୋଗୀ, ରହସ୍ୟବାଦୀ, ଯୁଗଦ୍ରଷ୍ଟା )

    ଦେଖନ୍ତୁ ସଦ୍‌ଗୁରୁଙ୍କ ଓଡ଼ିଆ ଭିଡ଼ିଓ Click କରନ୍ତୁ 👉🏻 ସଦ୍‌ଗୁରୁ ଓଡ଼ିଆ ଚ୍ୟାନେଲ