tbwodisha.com

TBW Odisha JA & PEO Entrance Exam Guide 2023 ପ୍ରକାଶ ପାଇଲା ...

Junior Assistant & Panchayat Executive Officer 
COMBINED RECRUITMENT EXAM – 2023

CLICK 👇🏻 the poster

👉🏻 କନିଷ୍ଠ ସହାୟକ ଓ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀ ନିଯୁକ୍ତି ପରୀକ୍ଷା ପାଇଁ TBW Odisha JA & PEO Entrance Exam Guide

👉🏻 ନୂତନ ନିୟମାବଳୀ ଅନୁସାରେ ଖାଲିଥିବା ସମସ୍ତ କନିଷ୍ଠ ସହାୟକ Junior Assistant ଓ ପଂଚାୟତ ନିର୍ବାହୀ ଅଧିକାରୀ ବା Odisha PEO ପଦବୀ ନିମନ୍ତେ ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ OSSSC Odisha Subordinate Staff Selection Commission ମାଧ୍ୟମରେ ପ୍ରତ୍ୟକ୍ଷ ନିଯୁକ୍ତି ପରୀକ୍ଷା କରାଯାଇ ପୂରଣ କରାଯିବାର ବ୍ୟବସ୍ଥା ରଖାଯାଇଛି |

👉🏻 ଏହି ପରୀକ୍ଷାରେ English, Odia, Mathematics, General Knowledge & Computer Knowledge ବିଷୟ ଗୁଡ଼ିକରୁ ପ୍ରଶ୍ନ ପଚରାଯିବ |
👉🏻 ଏହି ଆଧାରରେ ନୂତନ ସିଲାବସ ଅନୁଯାୟୀ ପ୍ରସ୍ତୁତ କରାଯାଇଛି : TBW Odisha JA & PEO Entrance Exam Guide

ପୁସ୍ତକର ବିଶେଷତ୍ୱ :
👉🏻 ବିଗତ ବର୍ଷର WEO, SUI, LAT, SCEW, VSC, CPSE, BSSO, ACS, ACTO, CA, Odisha RI ପରୀକ୍ଷା ଗୁଡିକର ଆବଶ୍ୟକତା ଅନୁଯାୟୀ ପ୍ରଶ୍ନପତ୍ର ଓ ସେଗୁଡିକର ଉତ୍ତର |
👉🏻 English, Odia, Mathematics, General Knowledge & Computer Knowledge ବିଷୟ ଗୁଡ଼ିକରୁ ଅନେକ ସମ୍ଭାବିତ ପ୍ରଶ୍ନୋତ୍ତର |
👉🏻 10 ସେଟ ନମୁନା ପ୍ରଶ୍ନପତ୍ର ଓ ଉତ୍ତର |

Subjects: English, Odia, Mathematics, General Knowledge & Computer Knowledge

 

Note: ପୂର୍ବରୁ TBW P.E.O. ଗାଇଡ଼ କ୍ରୟ କରିଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଏକ EXTRA BOOK ପ୍ରକାଶିତ ! 

CLICK 👇🏻 the poster

 

CLICK 👇🏻 the poster (Watch FREE Video)

 

Leave a comment

Please note, comments must be approved before they are published