tbwodisha.com

TBW WiSCL 2024 Wi Students Cricket League

Welcome to the TBW Wi Students Cricket League (WiSCL) 2024 

Where the Vibrant Energy of Student life meets the Thrilling Spirit of Tennis Cricket!!

(SEASON-2 : For Students of Minimum Age 13 and Maximum Age 21)

Watch Videos: Click Here

(Registration for Season-2 is now Open)

Helpline Numbers : 

  • ଫର୍ମ ପୂରଣ ସମ୍ବନ୍ଧୀୟ ସୂଚନା ପାଇଁ ଅଫିସ ସମୟରେ (10am to 7pm) ଯୋଗାଯୋଗ କରିହେବ : TBW depots numbers : Cuttack: 7894457606; Bhadrak: 9861190484; Baripada : 9861303425; Balasore: 8763344399; Berhampur: 9861141157; Bargarh: 9658490457 (ନିଜର ନିକଟସ୍ଥ ସ୍ଥାନର ନମ୍ବରରେ ଯୋଗାଯୋଗ କରନ୍ତୁ)
  • This year, we're taking the beloved game to an exciting new level with the introduction of Tennis Ball Cricket, offering a unique twist to the traditional format.
  • English video of TBW WiSCL Tournament:   
  • TBW WiSCL 2024 is more than just a tournament; it's a Celebration of Sportsmanship and the sheer joy of competition.
  • TBW WiSCL ଟୁର୍ଣ୍ଣାମେଣ୍ଟର ଓଡ଼ିଆ ଭିଡ଼ିଓ:
  • କ’ଣ ପିଲାମାନେ !! କେବଳ ଅନ୍ୟକୁ TVରେ Cricket ଖେଳୁଥିବାର ଦେଖିବା? ନା ନିଜେ ଭି ଖେଳିବା? 

  • ଆସିଗଲା Student Life & Tennis Ball Cricket ର ଅଦ୍ଭୁତ ମିଳନ : TBW Students Tennis Cricket League ..  Shortରେ TBW WiSCL..

Imagine stepping onto the field in the state-of-the-art 
AMOGHA Mega Skybox Cricket Stadium 
nestled in the scenic locale of Chhatia. 

  • With dimensions of 120 ft by 90 ft and soaring to a height of 26 ft, this arena with an ‘Audience Gallery’ is designed to amplify every cheer, every run, and every heart-stopping moment of the game. 
  • And when the hot Sun sets, the action begins, thanks to the Stadium's Floodlight facilities that promise an electrifying atmosphere for night matches.
  • But that's not all. TBW WiSCL 2024 is set to be streamed live on YouTube !! Friends, family, and fans won't miss a beat as they watch you hit those spectacular boundaries, snag wickets, and make breathtaking catches— all from the comfort of their screens.
  • Distance of AMOGHA SkyBox Cricket Stadium, Chhatia- From Manguli- 16 KM, From Chandikhol- 13 KM, From Cuttack- 29 KM, From BBSR- 49 KM, From Panikoili- 43 KM 

ଛତିଆର ଅତି ସୁନ୍ଦର ପରିବେଶରେ, National Highway sideରେ ଥିବା AMOGHA Mega SkyBox Cricket Stadium ର ଅନୁଭବ ଏକଦମ ନିଆରା ହେବାକୁ ଯାଉଛି ! 

  • 120 ଫୁଟ ଲମ୍ବା, 90 ଫୁଟ ଚଉଡ଼ା ଓ 26 ଫୁଟ ଉଚ୍ଚତା ବିଶିଷ୍ଟ ଏହି  AMOGHA SkyBox Cricket Stadiumରେ Flood Light ର ବ୍ୟବସ୍ଥା ରହିଛି; ମାନେ ସୂର୍ଯ୍ୟାସ୍ତ ପରେ cricket ଖେଳିବାର ମଜ଼ା ନେବାରୁ କେହି ରୋକିପାରିବେ ନାହିଁ ଆମକୁ !
  • ଏହା ସହିତ Audience Gallery ମଧ୍ୟ ରହିଛି; ହଁ .. ତୁମ parents, ତୁମ fans ତୁମକୁ ଚୌକା, ଛକା ମାରିଲାବେଳେ; Wicket ଚଟକେଇଲା ବେଳେ; ଡାଇଭ ମାରି Catch ନେଲାବେଳେ ତାଳି ମାରୁଥିବେ; ଟିକେ ଭାବିଲ … କେମିତି feel ହେବ !!
  • ଆହୁରି ମଧ୍ୟ ଏସବୁ Action ର Live Streaming ହେବ ! ସଭିଏଁ ଦେଖିବେ ଓ ମଜା ନେବେ !
  • ହଁ.. ଆହୁରି Exciting କଥା ହେଲା ଏହି Tournamentରେ ଉଭୟ Boys and Girls ଭାଗ ନେଇପାରିବେ; କଣ… ଆଉ Wait କରିହେଉନି ନା??

TBW WiSCL 2024 Tournament unfolds in TWO thrilling phases.

(Tournament ର ଦୁଇଟି Phase ରହିଛି )

Phase-1 : Talent Hunt / Live Cricket Audition
  • Batters bat for 18 Balls even if they get out; Bowlers bowl for 18 Balls in the Live Cricket Audition. | ତୁମକୁ 18 ଟି ବଲ batting କରିବାକୁ ଓ 18ଟି ବଲ Bowling କରିବାକୁ ମିଳିବ.. ତୁମେ earn କରିଥିବା Points ଅନୁସାରେ Ranking କରାଯିବ ।
Most Valuable Players of Cricket Auditions (Season-1): 

Top-100 MVPs Decision Process: The selection of the Top-100 Most Valuable Players (MVPs) in the Live Audition is based on a cumulative point system.

Total Points Calculation: The total points for each player are calculated by summing up their Batting Points, Bowling Points, and Fielding Points.

Phase-2 : League Matches and Knockouts: 

  • The Participants of the ‘Live Cricket Audition’ are divided into teams.  ତୁମ ମାନଙ୍କୁ 10 ଟି Teams ରେ ଭାଗ କରାଯିବ ! ସେଥିରୁ Decide କରାଯିବ Champion Team କିଏ?  ଟିମ ଜିତିଥିବା ପୁରସ୍କାର ରାଶି ଗୁଡିକ Players ମାନଙ୍କ ମଧ୍ୟରେ ବଣ୍ଟାଯିବ ।
  • The Champion Team gets the Prize Money of ₹ 1 lakh and the Runners Up Team gets the Prize Money of ₹ 50,000/-. | Grand Finale ରେ Champion Team କୁ ମିଳିବ 1 ଲକ୍ଷ ଟଙ୍କାର Prize ! Runners Up Team ପାଇବ 50 ହଜାର ଟଙ୍କାର Prize.
  • Most Valuable Players of the Tournament also get many exciting Prizes. | ଏଥି ସହିତ Most Valuable Players ପାଇବେ ଅନେକ ପୁରସ୍କାର ରାଶି !

 Registration for TBW WiSCL 2024 Tournament Season-2

Details of TBW WiSCL Tournament with Terms and Conditions: 

English video of TBW WiSCL Tournament:   

TBW WiSCL ଟୁର୍ଣ୍ଣାମେଣ୍ଟର ଓଡ଼ିଆ ଭିଡ଼ିଓ:

Step by Step Video for Registration Process: ପଞ୍ଜିକରଣ ପ୍ରକ୍ରିୟାର ଭିଡ଼ିଓ ଦେଖନ୍ତୁ 

Link for the Registration Form: ରେଜିଷ୍ଟ୍ରେସନ ଫର୍ମ 

  • Helpline Number: ଫର୍ମ ପୂରଣ କଲାପରେ ଆପଣଙ୍କୁ ଆମ ଅଫିସରୁ ଫୋନ କରାଯିବ ଓ ଆପଣଙ୍କ ସ୍ଥାନପାଇଁ ହେଲ୍ପଲାଇନ ନମ୍ବର ଦିଆଯିବ 
  • ଫର୍ମ ପୂରଣ ସମ୍ବନ୍ଧୀୟ ସୂଚନା ପାଇଁ ଅଫିସ ସମୟରେ (10am to 7pm) ଯୋଗାଯୋଗ କରିହେବ : TBW depots numbers : Cuttack: 7894457606; Bhadrak: 9861190484; Baripada : 9861303425; Balasore: 8763344399; Berhampur: 9861141157; Bargarh: 9658490457 (ନିଜର ନିକଟସ୍ଥ ସ୍ଥାନର ନମ୍ବରରେ ଯୋଗାଯୋଗ କରନ୍ତୁ)
  • Google Location of the Venue: 📍 CLICK HERE 📍
  • Link for the ENTRY FEE Payment: 🧾 CLICK HERE 🧾 
  • Watch Videos: Click Here

     ଖେଳ ଭାବନାର ଏପରି ଏକ ଉତ୍ସବ ଯେଉଁଠାରେ ପ୍ରତ୍ୟେକ ଖେଳାଳୀ ଜଣେ ଅଭିନେତା, ଏବଂ ପ୍ରତ୍ୟେକ ମ୍ୟାଚ୍ ଏଭଳି ମଞ୍ଚ ଯେଉଁଠାର ନା ଅଛି କୌଣସି ଦ୍ଵିତୀୟ ଟେକ୍, ନା ଅଛନ୍ତି କୌଣସି ନିର୍ଦ୍ଦେଶକ; ଅଛି ତ କେବଳ ଖେଳର କଞ୍ଚା, ଅଲିଖିତ ରୋମାଞ୍ଚ !

    Humane Sagar ଏବଂ Antara ଙ୍କ TBW WISCL theme song ରେ ଆରମ୍ଭ ହୋଇଗଲାଣି ରୋମାଞ୍ଚ | ବଢ଼ି ଚାଲିଛି ଉତ୍ସାହ ! ପ୍ରତ୍ୟେକ କ୍ୟାଚ୍ , ପ୍ରତି ରନ୍ ଏବଂ ନିଜ ଟିମ୍ ଓ ପସନ୍ଦର ଖେଳାଳୀଙ୍କ ବିଜୟରେ ନାଚି ଉଠୁଛି ପ୍ରଶଂସକଙ୍କ ମନ |

    This event is sponsored by: